ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

୫ଜି ଆଉ ବେଶୀ ଡେରି ନୁହେଁ

0
  • ନିଲାମ ଆରମ୍ଭ ହେଲା, ୪.୩ଲକ୍ଷ କୋଟିର ବଡ କାରବାର
  • ରିଲାଏନ୍ସ ଜିଓ, ଆଦାନୀ ଡାଟା େନଟଵର୍କ ସମେତ ୪ କଂପାନି ସାମିଲ
  • ୨୬ ତାରିଖ ସନ୍ଧ୍ୟା ଯାଏ ଚାଲିବ ନିଲାମ

ନୂଆଦିଲ୍ଲୀ: ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ଡାଟା ସିଗନାଲ୍ ବହନ କରୁଥିବା ଭାରତର ସର୍ବବୃହତ ନିଲାମ ମଙ୍ଗଳବାର ଅର୍ଥାତ୍ ଆଜି ଆରମ୍ଭ ହୋଇଛି। ୪.୩ଲକ୍ଷ କୋଟି ଟଙ୍କାର ୫ଜି ଏୟାରୱେଭର ମୋଟ ୭୨ଜିଏଚଜେଡ୍ (ଗିଗାର୍ଟଜ୍) ପାଇଁ ଏହି ନିଲାମ କରାଯାଉଛି। ଚାରିଟି କମ୍ପାନି ଯଥା ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ନବାଗତ ଆଦାନୀ ଡାଟା ନେଟୱାର୍କ ଏହି ରେଡିଓୱେଭ୍ ପାଇଁ ଟେଣ୍ଡର ଆରମ୍ଭ କରିଛନ୍ତି।

ଟେଣ୍ଡର ପ୍ରକ୍ରିୟା ସକାଳ ୧୦ ଟାରୁ ଆରମ୍ଭ ହୋଇଛି ଏବଂ ଜୁଲାଇ ୨୬ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି। ଟେଲିକମ୍ ବିଭାଗ ସୂତ୍ର ଅନୁଯାୟୀ, ନିଲାମର ଅବଧି ରେଡିଓୱେଭର ପ୍ରକୃତ ଚାହିଦା ଏବଂ ବ୍ୟକ୍ତିଗତ ବିଡରଙ୍କ କୌଶଳ ଉପରେ ନିର୍ଭର କରିବ। ଆଗାମୀ ୫ଜି ସେବାଗୁଡିକ ନୂତନ ଯୁଗ ବ୍ୟବସାୟ ସୃଷ୍ଟି କରିବା ସହିତ ଉଦ୍ୟୋଗଗୁଡ଼ିକ ପାଇଁ ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବାରେ ସହାୟକ ହେବ।

Leave A Reply

Your email address will not be published.