ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଚଳିତ ବଜେଟ୍ ରେ କ’ଣ ଶସ୍ତା, କ’ଣ ମହଙ୍ଗା ?

0

ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୩-୨୪। ଆଜି ବଜେଟ୍‌ରେ ଅନେକ ଜିନିଷ ଉପରୁ ଟିକସ ହ୍ରାସ ହୋଇଥିବା ବେଳେ ଅନେକର ବୃଦ୍ଧି କରାଯାଇଛି। ନିର୍ମଳାଙ୍କ ଘୋଷଣା ଏବେ ଦରଦାମ୍ ଉପରେ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା କେଉଁ ଜିନିଷ ଶସ୍ତା ହେବ, ଆଉ କଣ ମହଙ୍ଗା ।

ଶସ୍ତା ସାମଗ୍ରୀ- ଏହା ଭିତରେ ରହିଛି ଏଲଇଡି ଟିଭି, ମୋବାଇଲ ଫୋନ୍ ଖେଳନା, କ୍ୟାମେରା ଲେନ୍ସ୍ର, ହୀରା ସାମଗ୍ରୀ, ବାୟୋଗ୍ୟାସ ଜନିତ ସାମଗ୍ରୀ, ଲିଥିୟମ୍ ସେଲ୍ସ,, ଇଲେକ୍ଟ୍ରିକ ଗାଡି, ସାଇକେଲ ଓ ବାୟୋଗ୍ୟାସ ସହ ଜଡିତ ସାମଗ୍ରୀ।

ମହଙ୍ଗା ସାମଗ୍ରୀ- ସିଗାରେଟ୍, ବିଦେଶୀ କିଚେନ ଚିମନି, ସୁନା, ଚାନ୍ଦୀ ଏବଂ ପ୍ଲାଣ୍ଟିନମ୍, ଛତା ଓ ରବର

Leave A Reply

Your email address will not be published.