ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓୟୋ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁ

0

ଗୁରୁଗ୍ରାମ; ଓୟୋ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁ ଘଟିଛି। ଗୁରୁଗ୍ରାମର ସେକ୍ଟର ୫୪ର ୨୦ ମହଲାରୁ ଖସିପଡିଥିଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ପହଁଚି  ଶବ ଜବତ କରିବା ସହ ବ୍ୟବଛେଦ ମଧ୍ୟ କରିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଜାରି ରଖିଛି  ।

ଉଲ୍ଲେଖଯୋଗ୍ୟ; ଦୁଇ ଦିନ ତଳେ ବାହା ହୋଇଥିଲେ ରିତେଶ ଅଗ୍ରଓ୍ବାଲ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସହ ଧର୍ମିଣୀଙ୍କ ସହ ନିମନ୍ତ୍ରଣ କାର୍ଡ ଦେଇଥିଲେ ରିତେଶ  । କିନ୍ତୁ ବିବାହର ଦୁଇ ଦିନ ପରେ ବାପାଙ୍କ ମୃତ୍ୟୁ ଘଟିଛି  । ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.