ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ପୋଖରୀରେ ଫିଙ୍ଗିଲେ ଇଭିଏମ୍ ମେସିନ

0

କୋଲକାତା : ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ସମୟରେ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖିବାକୁ ମିଳୁଛି। ଏଠାରେ କିଛି ସ୍ଥାନରେ ବୋମା ମାଡ ହୋଇଥିବା ବେଳେ, ଦକ୍ଷିଣ ୨୪ପ୍ରଗଣାର କୁଲତଲିର ୪୦, ୪୧ବୁଥର ଇଭିଏମ୍ ଏବଂ ଭିଭିପାଟ ମେସିନକୁ ଟେକି ନେଇ ଲୋକେ ପୋଖରୀରେ ଫିଙ୍ଗି ଦେଇଛନ୍ତି।

ସପ୍ତମ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସା ଘଟଣାରେ ଆଇଏସ୍ଏଫ୍, ସିପିଏମ୍ ର ଅନେକ ସମର୍ଥକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ତୃଣମୂଳ ସମର୍ଥକଙ୍କୁ ଦାୟୀ କରାଯାଇଛି। ଘଟଣାସ୍ଥଳରୁ ଅନେକ ଜୀବନ୍ତ ବୋମା ଉଦ୍ଧାର ହୋଇଥିବା ସୂଚନା ମିଳିଛି।ପରିସ୍ଥିତିର ମୁକାବିଲା ପାଇଁ ପୋଲରହାଟ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.