ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ: ଖୁସି ପ୍ରକାଶ କଲେ ନବୀନ

0

ଭୁବନେଶ୍ବର: ଯାଜପୁରବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି। ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ। ଚଳିତବର୍ଷ ୫୦ ଏମବିବିଏସ୍ ସିଟରେ ନାମଲେଖା ହେବ। ସୋସିଆଲ ମିଡିଆରେ ଯାଜପୁରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ।

ଜାତୀୟ ମେଡିକାଲ କମିଶନ ୫୦ ସିଟକୁ ଦେଇଛନ୍ତି ମଞ୍ଜୁରୀ। ଯାଜପୁର ମେଡିକାଲ କଲେଜ ପାଇଁ ବିଜେଡି ସରକାର ଉଦ୍ୟମ କରୁଥିଲା । ରାଜ୍ୟରେ ଡାକ୍ତରୀ ଶିକ୍ଷାର ବିକାଶ ପାଇଁ ବିଜେଡି କରୁଥିଲା ପ୍ରୟାସ। ତେବେ‘ଶହେ ସିଟ୍ ପାଇଁ ମଞ୍ଜୁରୀ ମିଳିଥିଲେ ଆହୁରି ଖୁସି ଲାଗିଥାନ୍ତା ବୋଲି କହିଛନ୍ତି ନବୀନ। ଅନ୍ୟ ନୂଆ ମେଡିକାଲ କଲେଜ ପରି ‘ଶହେ ସିଟ୍ ପାଇଁ ମଞ୍ଜୁରୀ ମିଳିବା କଥା। ତେବେ କେନ୍ଦ୍ର ସରକାର ସିଟ୍ ସଂଖ୍ୟା ୧୦୦କୁ ବଢାଇବେ ବୋଲି ଆଶା ରଖିଛୁ ବୋଲି କହିଛନ୍ତି ନବୀନ।

Leave A Reply

Your email address will not be published.