ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବଜେଟ୍‌ ୨୦୨୫-୨୬; କ’ଣ ଶସ୍ତା, ମହଙ୍ଗା

0

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଲଗାତାର ୮ମ ବଜେଟ। ଏଥିରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି, କିନ୍ତୁ ସାଧାରଣ ଲୋକଙ୍କ ପକେଟ ଉପରେ କ’ଣ ବୋଝ ବୃଦ୍ଧି କରିଛି ଏବଂ କେଉଁ ଘୋଷଣା ଆଶ୍ୱସ୍ତି ଦେଇଛି। ଆସନ୍ତୁ ଜାଣିବା

ଶସ୍ତା ହେଲା
୧. ୩୬ଟି ଜୀବନ ରକ୍ଷାକାରୀ ଔଷଧ ଶସ୍ତା

୨. ଏଲଇଡି ଟିଭି

୩. ମୋବାଇଲ ଫୋନ ଉପହାର

୪. ଇଲେକ୍ଟ୍ରିକ କାରଗୁଡ଼ିକ ଶସ୍ତା

୫. ଭାରତରେ ତିଆରି ପୋଷାକ

୬. ଚମଡ଼ା ସାମଗ୍ରୀ (ଚମଡ଼ା ଜ୍ୟାକେଟ, ଜୋତା, ବେଲ୍ଟ, ୱାଲେଟ)

୭. ହସ୍ତତନ୍ତ ପୋଷାକ

୮. ଡାକ୍ତରୀ ଉପକରଣ

୯. ଏଲ୍‌ସିଡି

୧୦. କୋବାଲ୍ଟ ଉତ୍ପାଦ

୧୧. ଲିଥିୟମ-ଆୟନ ବ୍ୟାଟେରୀ ସ୍କ୍ରାପ
କଣ ମହଙ୍ଗା ହେଲା
ଫ୍ଲାଟ ପ୍ୟାନେଲ ଡିସପ୍ଲେ,
ପ୍ଲାଷ୍ଟିକ୍ ଜାତ ଉପକରଣ,
ନିଟେଡ୍ ଫାବ୍ରିକ୍‌,
ପ୍ଲାଟ୍ ସ୍କ୍ରିନ୍ ଟିଭି

Leave A Reply

Your email address will not be published.