ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ

0

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଦୃଷ୍ଟିରୁ ଭାରତର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଯେଉଁଥିରେ ମନ୍ତ୍ରଣାଳୟ ସମସ୍ତ ଓଟିଟି ପ୍ଲାଟଫର୍ମ ତଥା ଭାରତରେ ଚାଲୁଥିବା ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକୁ ପାକିସ୍ତାନୀ କଣ୍ଟେଣ୍ଟ ତୁରନ୍ତ ଷ୍ଟ୍ରିମିଂ ବନ୍ଦ ତଥା ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏଥିରେ ୱେବ୍-ସିରିଜ୍, ଫିଲ୍ମ, ଗୀତ, ପଡକାଷ୍ଟ କିମ୍ବା ଯେକୌଣସି ଅନ୍ୟ ପ୍ରକାରର ବିଷୟବସ୍ତୁ ଅନ୍ତର୍ଭୁକ୍ତ। ସେଗୁଡ଼ିକ ସବସ୍କ୍ରିପସନ୍ ଆଧାରିତ ମଡେଲରେ ଉପଲବ୍ଧ ଥିଲେ ମଧ୍ୟ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୨୧ର ଆଇଟି ନିୟମାବଳୀକୁ ଆଧାର କରି ସରକାର କହିଛନ୍ତି ଯେ ଏପରି କୌଣସି ବିଷୟବସ୍ତୁ ଦେଖାଯିବା ଉଚିତ୍ ନୁହେଁ। ତେବେ ଭାରତର ଅପରେସନ ସିନ୍ଦୁର ପରେ ପାକିସ୍ତାନରେ ଏକପ୍ରକାର ହାହାକାର ସ୍ଥିତି। ଏବେ ଭାରତ ପଡ଼ୋଶୀ ଦେଶର ମନୋରଞ୍ଜନ ଶିଳ୍ପକୁ ମଧ୍ୟ ବ୍ୟାନ୍ କରିଛି।

Leave A Reply

Your email address will not be published.