ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ

0

ନ୍ୟୁଜ୍ ବ୍ୟୁରୋ: ଚଳିତ ଶୀତ ଋତୁରେ ଉତ୍ତର ଭାରତ ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ସମଗ୍ର ଉତ୍ତର ଭାରତରେ ବାୟୁ ସୂଚକାଙ୍କ ନିମ୍ନରେ ପହଞ୍ଚିବା ସହ ପରିବେଶରେ ଘନ କୁହୁଡି ପରିଲକ୍ଷିତ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଚଳିତ ବର୍ଷ ଡିସେମ୍ୱର ୧ ତରିଖରୁ ୨୦୨୬ ମସିହା ଫେବୃୟାରି ୨୮ ତାରିଖ ଯାଏ ଅନେକ ଟ୍ରେନ ଚଳାଚଳକୁ ବାତିଲ କରିଦେଇଛି।

ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳୀକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜ ଟ୍ରେନ ସମ୍ପର୍କରେ ବିଶେଷ ଭାବେ ଯାଞ୍ଚ କରିନେବାକୁ ରେଲୱେ ବୋର୍ଡ ସମସ୍ତଙ୍କୁ ଅନୁରୋଧ କରିଛି। କିଛି ଟ୍ରେନକୁ ଆଂଶିକ ଭାବେ ରଦ୍ଧ କରାଯାଇଥିବା ବେଳେ କତେକ ଟ୍ରେନକୁ ୩ ମାସ ଭଳି ବାତିଲ କରାଯାଇଛି।

Leave A Reply

Your email address will not be published.