Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ
Browsing Category
ଦେଶ-ବିଦେଶ
ୟୁଏଇରେ ଓଡ଼ିଶା ପାଇଁ ନିବେଶ ଦ୍ୱାର ଖୋଲିଲା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ସମନ୍ୱିତ ଆଲୁମିନିୟମ ପ୍ରକଳ୍ପରେ ଅଗ୍ରଗତି ସହ ୧୪ଟି ନୂଆ ପ୍ରକଳ୍ପକୁ ନେଇ ବୁଝାମଣାପତ୍ର ସ୍ୱାକ୍ଷର ଏବଂ ବାଣିଜ୍ୟ!-->…
Read More...
Read More...
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଆସନ୍ତା ୧୧ ତାରିଖ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। କ୍ରେମ୍ଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ ମଙ୍ଗଳବାର ଏହି!-->…
Read More...
Read More...
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ
୧୩୫୩ ମୃତଦେହ ଉଦ୍ଧାର
ନେପାଳ: ରାସୁୱା ଜିଲ୍ଲାର ଭୋଟେ କୋଶୀ ନଦୀରେ ଅଗଷ୍ଟ ୨୬ରେ ଆସିଥିବା ଭୟଙ୍କର ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ମାନରେ ସୋମବାର ନେପାଳରେ ଜାତୀୟ ଶୋକ ଦିବସ ପାଳନ କରାଯାଉଛି। ସେପ୍ଟେମ୍ବର ୩ରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା।!-->!-->!-->…
Read More...
Read More...
ବିଶ୍ୱର ଶକ୍ତିଶାଳୀ ଦେଶ ତାଲିକାରେ ଭାରତ
କିର୍ଗିଜସ୍ତାନ: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଭାରତକୁ ନେଇ ବଡ଼ ମତ ରଖିଛନ୍ତି ବେଲାରୁସ୍ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ଚୀନ୍ ଓ ରୁଷିଆ ସହ ଭାରତକୁ ମଧ୍ୟ ବିଶ୍ୱର ପ୍ରଭାବଶାଳୀ ତଥା ଶକ୍ତିଶାଳୀ ରାଷ୍ଟ୍ର ଭାବେ ସେ ଉଲ୍ଲେଖ କରିଛନ୍ତି। ତାଙ୍କ ଏହି ମନ୍ତବ୍ୟ!-->…
Read More...
Read More...
ନେପାଳକୁ ସହାୟତା , ୬୮.୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ
ନେପାଳ: ବିପର୍ଯ୍ୟୟରେ ଛାରଖାର ହୋଇପଡ଼ିଥିବା ନେପାଳକୁ ଭାରତର ସହାୟତା ଅବ୍ୟାହତ ରହିଛି। ଭୟଙ୍କର ବନ୍ୟା ଓ ଫ୍ଲାସ୍ ଫ୍ଲଡ୍ ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ଭାରତ। ଏହି କ୍ରମରେ ଭାରତ ପକ୍ଷରୁ ପଠାଯାଇଥିବା ଚତୁର୍ଥ ରିଲିଫ୍ ବିମାନ ଆଜି ନେପାଳର ରାଜଧାନୀ!-->…
Read More...
Read More...
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଉଜବେକିସ୍ତାନ: ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଦୁଇ ଦିନିଆ ଗସ୍ତ ସମୟରେ ଉଜବେକିସ୍ତାନ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସମ୍ମାନ ଗ୍ରହଣ କରି!-->…
Read More...
Read More...
ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ
ନ୍ୟୁଜ୍ ବ୍ୟୁରୋ: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ସଙ୍କଟ ଆହୁରି ଗଭୀର ହୋଇଛି। ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକଠାରୁ ଟିକସ ଓ ବିଭିନ୍ନ ଶୁଳ୍କ ଆଦାୟ କରିବାକୁ ଇରାନ ନିଷ୍ପତ୍ତି ନେଇଛି। ଇରାନ ସଂସଦ ଏହି ପ୍ରସ୍ତାବକୁ ଅନୁମୋଦନ!-->…
Read More...
Read More...
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍ପିଜି ସିଲିଣ୍ଡର
ତାମିଲନାଡୁ: ଅଭିନୟରୁ ରାଜନୀତିକୁ ଆସିଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଯୋଶେଫ ବିଜୟ ରାଜ୍ୟବାସୀଙ୍କ ପାଇଁ ଏକାଧିକ ଲୋକକଲ୍ୟାଣମୂଳକ ଘୋଷଣା କରିଛନ୍ତି। ତାଙ୍କ ସରକାର ରାଜ୍ୟର ଯୋଗ୍ୟ ପରିବାରଗୁଡ଼ିକୁ ପ୍ରତିବର୍ଷ ୩ଟି ଏଲ୍ପିଜି ସିଲିଣ୍ଡରର ଖର୍ଚ୍ଚ ଯୋଗାଇବ। ଯେଉଁ ପରିବାରର ବାର୍ଷିକ!-->…
Read More...
Read More...
ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍
ନୂଆଦିଲ୍ଲୀ: ଡିଜିଟାଲ ପ୍ରଯୁକ୍ତି ସହ ଦେଶର ଡାକସେବାକୁ ଅଧିକ ସହଜ ଓ ଆଧୁନିକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସୋମବାର ‘ଡାକ ମିତ୍ର’ ଓ ‘ଡାକ ସେବା’ର ଉନ୍ନତ ସଂସ୍କରଣ ଲଞ୍ଚ କରିଛନ୍ତି। ଏଥିସହ ଦେଶର ବିଭିନ୍ନ ସ୍ଥାନରେ ନବୀକରଣ କରାଯାଇଥିବା ୧୪ଟି ଡାକଘର କୋଠାର ମଧ୍ୟ ଉଦ୍ଘାଟନ!-->…
Read More...
Read More...
ନାମ ପରିବର୍ତ୍ତନ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ,କେରଳର ନୂଆ ନାମ ‘କେରଳମ୍’
କେରଳର ନାମ ପରିବର୍ତ୍ତନ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରି ଦେଇଛନ୍ତି। ଏହା ସହିତ ବିଲ୍ଟି ଆଇନରେ ପରିଣତ ହୋଇଛି। ଏଣିକି କେରଳର ଆଧିକାରିକ ନାମ ‘କେରଳମ୍’ ହେବ।ଗତ ୧୧ ତାରିଖରେ କେରଳ ନାମ ପରିବର୍ତ୍ତନ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏହାର ଦିନକ ପରେ ରାଜ୍ୟସଭା ମଧ୍ୟ!-->…
Read More...
Read More...