ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

‘କନ୍ୟା ସୁମଙ୍ଗଳ ଯୋଜନା’, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

0

ଭୁବନେଶ୍ୱର: ରାଜ୍ୟରେ ‘କନ୍ୟା ସୁମଙ୍ଗଳ ଯୋଜନା’ର ଏସଓପି (SOP) ଖୁବ ଶୀଘ୍ର ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଝିଅ ଜନ୍ମ ହେବା ପରେ ଏକ ବର୍ଷ ଭିତରେ ଶିଶୁର ବ୍ୟାଙ୍କ ଖାତାକୁ ସରକାର ପ୍ରଥମ ଆର୍ଥିକ ସହାୟତା ଜମା କରିବେ। ପର୍ଯ୍ୟାୟକ୍ରମେ ସହାୟତା ଦିଆଯାଇ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କା ଜମା ହୋଇଯିବ। ଏସଓପି ଚୂଡାନ୍ତ ହେବା ପରେ ଯୋଜନାର ସଂପୂର୍ଣ୍ଣ ରୂପରେଖ ଓ ଲାଗୁ ହେବା ପ୍ରକ୍ରିୟା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷର ବଜେଟରେ ଏହି ଯୋଜନା ଘୋଷଣା ହୋଇଥିଲା। ଏହା ମୂଳତଃ ଏଜୁକେସନ ଭିତ୍ତିକ ଯୋଜନା ହୋଇ ଆର୍ଥିକ ଦୁର୍ବଳ ପରିବାରର ଝିଅମାନଙ୍କୁ ସ୍ନାତକ ପର୍ଯ୍ୟନ୍ତ ପଢ଼ା ଜାରି ରଖିବାରେ ସହାୟତା କରିବ।

Leave A Reply

Your email address will not be published.