ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

କେଉଁ ଖେଳାଳି କେତେ ଟଙ୍କାରେ ବିକ୍ରି ହେଲେ?

0

ଆରମ୍ଭ ହୋଇଛି ଆଇପିଏଲ ମହାନିଲାମୀ । ପ୍ରଥମ ଦିନରେ ମୋଟା ଅଙ୍କରେ ଖେଳାଳିଙ୍କୁ କିଣିଛନ୍ତି ଫ୍ରା ।ଇଜି । ମୋଟ ୬୦୦ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ନିଲାମୀରେ ପ୍ରଥମ ଦିନରେ ୧୬୧ ଖେଳାଳିଙ୍କର ନିଲାମ ହେବ । ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କୁ କିଏ କେତେ ଟଙ୍କାରେ କିଣିଲେ?
କୋଲକତା ନାଇଟ ରାଇଡର୍ସ
()ଶ୍ରେୟସ ଆୟର-୧୨ କୋଟି ୨୫ ଲକ୍ଷ
()ପ୍ୟାଟ କମିନ୍ସ- ୭ କୋଟି ୨୫ ଲକ୍ଷ
ପଞ୍ଜାବ କିଙ୍ଗସ
() ଶିଖର ଧୱନ- ୮ କୋଟି ୨୫ ଲକ୍ଷ
()କାଗିସୋ ରବାଡା-୯ କୋଟି ୨୫ ଲକ୍ଷ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
()ଫାଫ୍ ଡୁ ପ୍ଲେସିସ-୭ କୋଟି
ଲକ୍ଷ୍ନୌ ସୁପର ଜାଏଂଟସ
()କ୍ୱିଂଟନ ଡିକକ-୬ କୋଟି ୭୫ ଲକ୍ଷ
ରାଜସ୍ଥାନ ରୟାଲ୍ସ
()ଆର.ଅଶ୍ୱିନୀ- ୫ କୋଟି
()ଟ୍ରେ ବୋଲ୍ଟ-୮ କୋଟି
ଗୁଜୁରାଟ ଟାଇଟନସ
()ମହମ୍ମଦ ସାମି-୬ କୋଟି ୨୫ ଲକ୍ଷ
ଦିଲ୍ଲୀ କ୍ୟାପିଟାଲ
()ଡେଭିଡ ୱାର୍ଣ୍ଣର-୬ କୋଟି ୨୫ ଲକ୍ଷ
ତେବେ ଭାରତର ଷ୍ଟାର ବ୍ୟାଟସ୍ୟାନ ଶ୍ରେୟସ ଆୟରଙ୍କୁ ବଡ଼ ଦାମରେ କିଣିଛି କୋଲକତା ନାଇଟ ରାଇଡର୍ସ । ଆୟରଙ୍କୁ କୋଲକତା ୧୨.୨୫ କୋଟି ଟଙ୍କାରେ କିଣି ନେଇଛି । ପୂର୍ବରୁ ଆୟର ଦିଲ୍ଲୀ କ୍ୟାପିଟାଲ ଟିମ୍ସ ପକ୍ଷରୁ ଖେଳୁଥିଲେ । ସେ ଦିଲ୍ଲୀ ଟିମର କ୍ୟାପଟେନ ମଧ୍ୟ ରହିଆସୁଥିଲେ । ସେ ଏବେ କୋଲକତାକୁ ଯାଇଥିବାରୁ ଏହି ଟିମ୍‌ର କ୍ୟାପଟେନ ହୋଇପାରନ୍ତି ।

Leave A Reply

Your email address will not be published.