ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ବନ୍ଦ ହେବ କି ଯୁଦ୍ଧ?

0

ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ବି ଦୁଇ ଦେଶର କଥାବାର୍ତ୍ତା ଚାଲିଛି । ଆସନ୍ତାକାଲି ପୁଣି ବସିବ ତୃତୀୟ ପର୍ଯ୍ୟାୟ ବୈଠକ । ପୂର୍ବରୁ ଦୁଇ ଦେଶର ଅଧିକାରୀଙ୍କ
ମଧ୍ୟରେ ଦୁଇ ଥର ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରିନାହିଁ। ତେଣୁ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ସୂଚନା ଅନୁସାରେ,ୟୁକ୍ରେନ ଅଧିକାରୀ ଡେଭିଡ ଅରଖିମିଆ କହିଛନ୍ତି ଯେ, ସୋମବାର ଦୁଇ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ବସିବ ।

ବୈଠକରୁ କିଛି ସମାଧାନ ବାହାରୁଛି କି ନାହିଁ , କିଛି ଶାନ୍ତିର ସଙ୍କେତ ମିଳିବ କି ନାହିଁ, ତାହା ଯୁଦ୍ଧର ଆଗାମୀ ଭବିଷ୍ୟତ ନିର୍ଣ୍ଣୟ କରିପାରେ । ଏହା ପୂର୍ବରୁ ଯେତେବେଳେ ଉଭୟ ଦେଶ ବୁଝାମୁଣା ଟେବୁଲରେ ବସିଥିଲେ, ସେତେବେଳେ ଅସ୍ତ୍ରବିରତି ଉଂଲଘନ ଓ ନିରାପଦ ପାସ୍ ଉପରେ ଆଲୋଚନା ହୋଇଥିଲା । କିନ୍ତୁ ଆଲୋଚନା ସଫଳ ହୋଇପାରିନଥିଲା । ଶନିବାର ଅସ୍ତ୍ରବିରତି ଘୋଷଣା କରିଥିଲା ଋଷ । ଯୁଦ୍ଧ ପ୍ରବଣ ଅ ଳରୁ ଲୋକଙ୍କୁ ଉଦ୍ଧାର ପାଇଁ ୫ ଘଣ୍ଟା ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା କରିଥିଲା ଋଷ । ଅସ୍ତ୍ରବିରତି ପରେ ବି ଋଷ ୟୁକ୍ରେନର ମାରିୟୁପୋଲ ସହରରେ ଆକ୍ରମଣ କରିଛି ।

Leave A Reply

Your email address will not be published.