ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

୧୬୦ କିଲୋମିଟର ବେଗରେ ଗଡିବ ବନ୍ଦେ ଭାରତ

0

ନୂଆଦିଲ୍ଲୀ: ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ପାଇଲଟ ବିହୀନ ସେମି ସ୍ପିଡ୍‍ ଟ୍ରେନକୁ ବନ୍ଦେ ଭାରତ ଏµପ୍ରେସ ନାମରେ ନାମିତ କରାଯାଇଛି । ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏ ନେଇ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିିଥିଲେ, ଏହି ଟ୍ରେନର ନାମକରଣ ନେଇ ଅନେକ ନାମ ଆସିଥିଲା, କିନ୍ତୁ ସେ ମଧ୍ୟରୁ ଏହି ନାମଟିକୁ ଚୂଡାନ୍ତ କରାଯାଇଛି । ଟ୍ରେନଟି ଦିଲ୍ଲୀ -ବାରଣାସୀ ମଧ୍ୟରେ ଚାଲିବ ଓ ଘଣ୍ଟାକୁ ୧୬୦ କିଲୋମିଟର ବେଗରେ ଗତି କରିବ । ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଏହି ରେଳ ଚଳାଚଳର ଶୁଭାରମ୍ଭ କରିବେ ।
୧୬ କୋଚ ବିଶିଷ୍ଟ ଏହି ଟ୍ରେନ୍‍ ନିର୍ମାଣ ଲାଗି ୧୮ ମାସ ସମୟ ଲାଗିଥିଲା । ରାଏବରେଲି ସ୍ଥିତ ମଡର୍ଣ୍ଣ କୋଚ କଂପାନି ଏହାକୁ ନିର୍ମାଣ କରିଛନ୍ତି ଓ ଏଥିରେ ପ୍ରାୟ ୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଭଳି ଟ୍ରେନ ଦେଶରେ ନାହିଁ ।

Leave A Reply

Your email address will not be published.