ନୂଆଦିଲ୍ଲୀ: ରାତି ଅନିଦ୍ରା ହୋଇ କାମ କରୁଛନ୍ତି କି । ଅତି ଗୁରୁତର ରୋଗରେ ପଡିପାରନ୍ତି । ଏପରିକି ଏହା କ୍ୟାନସର, ହୃଦଘାତକୁ ଆମନ୍ତ୍ରଣ କରିପାରେ । କେବଳ ସେତିକି ନୁହେଁ, ଏହା ଡିଏନଏ ବି ନଷ୍ଟ କରିଦେଇପାରେ । ଅନ୍ତର୍ଜାତିକସ୍ତରର ବିଶେଷଜ୍ଞମାନେ ଗଭୀର ଅନୁଶୀଳନ କରିବା ପରେ ଏମିତି କିିଛି ମତ ରଖୁଛନ୍ତି । ନିଶ୍ଚେତକ ସଂପର୍କିତ ଏକ ପତିକ୍ରାରେ ପ୍ରକାଶିତ ଖବର ଅନୁସାରେ, ୪୯ ଜଣ ସୁସ୍ଥା ଡାକ୍ତରଙ୍କୁ ନେଇ ଏହି ଅନୁଧ୍ୟାନ କରାଯାଇଥିଲା । ଏଥିରୁ ଏକଥା ବି ସୂଚନା ମିଳୁଛି ଯେ ଗୋଟିଏ ବି ରାତି ଅନିଦ୍ରା ରହିଲେ, ଯେ କୌଣସି ବ୍ୟକ୍ତି କ୍ରୋନିକ୍ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ