ପ୍ରମୁଖ ଖବର

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କଲେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ
ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍
ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି
ଗିରଫ ହେଲେ କୋଟିପତି ଡିଏଫଓ ନିତ୍ୟାନନ୍ଦ ନାୟକ

ଅପରାଜିତା ଷଡ଼ଙ୍ଗୀ ହେଲେ ଆଇପିୟୁର ଉପସଭାପତି

0

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ ଗ୍ରୁପ ଆଇପିୟୁର ଉପସଭାପତି। ଅପରାଜିତା ଆଇପିୟୁର କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା ମିଳିଛି। ତେବେ ସେ ବାଚସ୍ପତି ଓମ ବିର୍ଲାଙ୍କ ମାଧ୍ୟମରେ ସୂଚନା ପାଇଥିବା ସୋସିଆଲ ମିଡିଆ ଏକ୍ସରେ ଜଣାଇଛନ୍ତି।

ଗତ ମାର୍ଚ୍ଚ ମାସରେ ଜେନିଭାରେ ଆଇପିୟୁର ଆସେମ୍ବଲୀରେ ଅପରାଜିତା ଭାଗ ନେଇଥିଲେ। ସେ ଆଇପିୟୁର କାର୍ଯ୍ୟକାରୀ କମିଟିର ସଦସ୍ୟ ଅଛନ୍ତି। ଏସିଆ ପାସିଫିକ ଗ୍ରୁପ ସାଂସଦକୁ ନେଇ ଆଇପିୟୁର- ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ରହିଛି।

Leave A Reply

Your email address will not be published.