ଭୁବନେଶ୍ୱର ଗଙ୍ଗନଗରରେ ଫୁଟିଲା ଗୁଳି । ଜଣେ ସୁରକ୍ଷାକର୍ମୀ ନିଜକୁ ନିଜେ ଗୁଳି କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷାକର୍ମୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ନିଜ ସର୍ଭିସ ବନ୍ଧୁକରେ ନିଜ ପେଟକ ୁ ଗଳି କରିଛି । ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଜଣକ ନିଜକୁ ନିଜେ ଗୁଳି କରିଥିଲେ । ଏହା ପରେ ତାଙ୍କୁ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ସୁରକ୍ଷାକର୍ମୀଙ୍କ ବୟସ ୪୫ ବର୍ଷ ହେବ । ସେ ଗଙ୍ଗନଗରରେ ରହିଆସୁଥିଲେ । ତାଙ୍କ ଘର ନୟ।ଗଡରେ । ପାରିବାରିକ କଳହ ଯୋଗୁଁ ସେ ନିଜ ନିଜକୁ ଗୁଳି କରିଥିବା ଜଣାପଡିଛି । ସାମାନ୍ୟ ବଚସାରୁ ରାଗି ଯାଇ ସେ ନିଜ ପେଟକୁ ଗୁଳି କରିଥିଲେ । ପୁଲିସ ଓ ସାଇଟିଂଫିକ ଟିମ ବନ୍ଧୁକକୁ ଜବତ କରିଥିବା ବେଳେ ପରିବାର ଲୋକଙ୍କୁ ଏନେଇ ପଚରାଉଚରା କରାଯାଉଛି ।
ପ୍ରମୁଖ ଖବର
୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ