ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନିଜକୁ ନିଜେ ଗୁଳି କଲେ..

0

ଭୁବନେଶ୍ୱର ଗଙ୍ଗନଗରରେ ଫୁଟିଲା ଗୁଳି । ଜଣେ ସୁରକ୍ଷାକର୍ମୀ ନିଜକୁ ନିଜେ ଗୁଳି କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷାକର୍ମୀଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ନିଜ ସର୍ଭିସ ବନ୍ଧୁକରେ ନିଜ ପେଟକ ୁ ଗଳି କରିଛି । ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଜଣକ ନିଜକୁ ନିଜେ ଗୁଳି କରିଥିଲେ । ଏହା ପରେ ତାଙ୍କୁ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ସୁରକ୍ଷାକର୍ମୀଙ୍କ ବୟସ ୪୫ ବର୍ଷ ହେବ । ସେ ଗଙ୍ଗନଗରରେ ରହିଆସୁଥିଲେ । ତାଙ୍କ ଘର ନୟ।ଗଡରେ । ପାରିବାରିକ କଳହ ଯୋଗୁଁ ସେ ନିଜ ନିଜକୁ ଗୁଳି କରିଥିବା ଜଣାପଡିଛି । ସାମାନ୍ୟ ବଚସାରୁ ରାଗି ଯାଇ ସେ ନିଜ ପେଟକୁ ଗୁଳି କରିଥିଲେ । ପୁଲିସ ଓ ସାଇଟିଂଫିକ ଟିମ ବନ୍ଧୁକକୁ ଜବତ କରିଥିବା ବେଳେ ପରିବାର ଲୋକଙ୍କୁ ଏନେଇ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.