ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ଭୁବନେଶ୍ବର ଓ ଭଦ୍ରକ ସମ୍ପୂର୍ଣ୍ଣ ତାଲାବନ୍ଦ

ଆଜି ରାତି ୮ଟାରୁ ୪୮ ଘଣ୍ଟା ପାଇଁ ଏହା କାର୍ଯ୍ୟକାରୀ ହେବକର୍ଫ୍ୟୁ ଭଳି ସ୍ଥିତିରେ ରହିବ ଉଭୟ ସହର ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଇ ରାଜ୍ୟ ସରକାର ଉଭୟ ଭଦ୍ରକ ଓ ଭୁବନେଶ୍ବରକୁ ସମ୍ପୂୁର୍ଣ୍ଣ ତାଲାବନ୍ଦ ବା ଲକଡାଉନ ଘୋଷଣା କରିଛନ୍ତି। ମୁଖ୍ୟଶାସନ
Read More...

ମୋଦୀ କହିଲେ ଏପ୍ରିଲ ୫ ତାରିଖ ରାତି ୯ଟାରେ ଏମିତି କର

ମୋର ପ୍ରିୟ ଦେଶବାସୀଗଣ, ବୈଶ୍ୱିକ ମହାମାରୀ କରୋନା ବିରୋଧରେ ପାଳନ କରାଯାଉଥିବା ଦେଶବ୍ୟାପୀ ଲକ୍‌ ଡାଉନର ଆଜି ନବମ ଦିନ । ଏହି ଲକ୍‌ ଡାଉନ୍‌ ପାଳନ ବେଳେ ଆପଣମାନେ ଯେଉଁଭଳି ଶୃଙ୍ଖଳା ଓ ସେବାର ମନୋଭାବ ପ୍ରଦର୍ଶନ କରିଛନ୍ତି ତାହା ଅଭୂତପୂର୍ବ, ଏବଂ ତାହା ଉପରୋକ୍ତ ଉଭୟ
Read More...

ରାମନବମୀ ସହିତ ମହାପ୍ରଭୁଙ୍କ ରଥଯାତ୍ରାର କି ସଂପର୍କ, ଜାଣନ୍ତୁ

ଭୁବନେଶ୍ବର: କରୋନା ଲାଗି ଏପ୍ରିଲ ୧ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ଅନୁଷ୍ଠିତ ହୋଇପାରିଲା ନାହିଁ। ଥୋକାଏ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ହେବ କି ନାହିଁ, ସେ ନେଇ ଆଶଙ୍କା ଭିତରେ ଛନ୍ଦି ହୋଇଛନ୍ତି। ହେଲେ ମହାପ୍ରଭୁଙ୍କ ରଥଯାତ୍ରାର ଦ୍ବିତୀୟ ପର୍ବ ଆଜି
Read More...

ବୀମା ଅଡୁଆରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ଜନିତ ଲକଡାଉନ କାରଣରୁ ଆପଣଙ୍କ ମୋଟରଯାନର ତୃତୀୟ ପକ୍ଷ ବୀମା ଦେୟ ଦାଖଲ ହୋଇପାରୁନାହିଁ କି? ଆପଣଙ୍କ ସ୍ବାସ୍ଥ୍ୟ ବୀମା ନବୀକରଣ କରିବାରେ ସମସ୍ୟା ସାମ୍ନା କରୁଛନ୍ତି କି? ଆପଣ ଡରିଯାଉଛନ୍ତି କି ଉଭୟ କ୍ଷେତ୍ରରେ ଆପଣ ବୀମା ସୁବିଧା ହରାଇବେ? ସେମିତି କିଛି ବି
Read More...

ରେକର୍ଡ କରି ଦେଖାଇଲେ ନବୀନ

କରୋନା ପାଇଁ ଦେଶର ପ୍ରଥମ କୋଭିଡ ହସ୍ପିଟାଲ ଓଡ଼ିଶାରେ ପ୍ରସ୍ତୁତ୨ଟି ମେଡିକାଲରେ ୬୫୦ ଶଯ୍ୟାରେ ଚିକିତ୍ସିତ ହୋଇପାରିବେ ରୋଗୀବୁଝାମଣାର ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେଲାକିମ୍ସ ଓ ଅଶ୍ବିନୀକୁ ଓଡ଼ିଶା ଖଣି ନିଗମ ସମର୍ଥନ ଦେଇଛି ସହାୟତା ମୁଖ୍ୟମନ୍ତ୍ରୀ ଡାକ୍ତର ଓ
Read More...

୧୫ଜଣଙ୍କ ନମୁନା ନେଗେଟିଭ୍, ଦ୍ବିତୀୟ ଆକ୍ରାନ୍ତ ମୁକୁଳିଲେ

ଭୁବନେଶ୍ବର: ନିଜାମୁଦ୍ଦିନ୍ ଧାର୍ମିକ ସଭାରେ ଯୋଗଦେଇ ଓଡ଼ିଶା ଫେରିଥିବା ବ୍ୟକ୍ତିମାନେ କେଉଁଠି ଅଛନ୍ତି ସେ ନେଇ ତନାଘନା ଚାଲିଥିବା ବେଳେ ଏକ ବଡ଼ ଖବର ଆସିିଛି। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଧାର୍ମିକ ସଭାରେ ଯୋଗଦେଇ ଯେଉଁ ୨୦ ଜଣ ବ୍ୟକ୍ତି ଫେରିଥିଲେ,
Read More...

କାହିଁକି ମୋଦୀଙ୍କ ନଜରରେ ଧର୍ମେନ୍ଦ୍ର ବଡ଼?

ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ପରେ ସହଯୋଗର ହାତ ବଢାଇଲା ଭାରତୀୟ ଇସ୍ପାତ କ୍ଷେତ୍ର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଇସ୍ପାତ୍ କ୍ଷେତ୍ର ଏବଂ କର୍ମଚାରୀ ଦାନ କଲେ ୫୧୫ କୋଟି ପୂର୍ବରୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଥିଲେ
Read More...

ନିଜାମୁଦ୍ଦିନ୍ ସଭା ଫେରନ୍ତାଙ୍କୁ ଖୋଜୁଛି ଓଡ଼ିଶା ପୁଲିସ

ଭୁବନେଶ୍ବର: ଦିଲ୍ଲୀ ନିଜାମୁଦ୍ଦିନ୍ ସଭାରେ ଯୋଗଦେଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଖୋଜି କ୍ବାରାଣ୍ଟିନରେ ରଖିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ
Read More...

ନବୀନଙ୍କ ପାଇଁ ଲଢୁଛନ୍ତି ଗାଁ ମହିଳା

କରୋନା ମୁକାବିଲାରେ ମିସନ ଶକ୍ତି ପାଲଟିଛି ଓଡିଶା ଶକ୍ତି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଲାଗିଛନ୍ତି ୬ଲକ୍ଷ ଏସଏଚ୍‍ଜିର ୭୦ଲକ୍ଷ ମହିଳା ଭୁବନେଶ୍ୱର: କରୋନା ମୁକାବିଲାରେ ମିସନ ଶକ୍ତି ଏବେ ଓଡିଶା ଶକ୍ତି ଭାବେ କାର୍ଯ୍ୟ କରୁଛି । ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ
Read More...

ମନରେଗା ମଜୁରି ମୁଣ୍ଡପିଛା ୨୦ ଟଙ୍କା ବଢିଲା

ବିଭିନ୍ନ ରାଜ୍ୟକୁ କେନ୍ଦ୍ର ଦେଲା ୪୪୩୧ କୋଟି ଟଙ୍କା ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ସଂକଟ କାଳରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ଏବଂ ସେମାନଙ୍କୁ ଅଧିକ ବେତନ
Read More...