ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ
Browsing Category

ପାଣିପାଗ

ବଢିବ ଦିନର ତାପମାତ୍ରା

ଭୁବନେଶ୍ଵର, ଏଣିକି ରାଜ୍ୟ ରେ ଦିନ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ଦିନ ତାପମାତ୍ରା ୨-୪° C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଓ ପରବର୍ତ୍ତୀ ୨ ଦିନ ରେ ତାପମାତ୍ରା ୨°C ଯାଏଁ ବୃଦ୍ଧି ପାଇପାରେ। ମାର୍ଚ୍ଚ ୩-୪ ତାରିଖ ବେଳକୁ
Read More...

ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତକାଲି ଗାଙ୍ଗେୟ ପଶ୍ଚିମବଙ୍ଗ ରୁ ତେଲେଙ୍ଗାନା ଯାଏଁ ବିସ୍ତାରିତ ହୋଇଥିବା ଟ୍ରଫ୍ ରେଖା ଆଜି ଉତ୍ତର ବାଂଲାଦେଶ ରୁ ଗାଙ୍ଗେୟ ପଶ୍ଚିମବଙ୍ଗ, ଆଭ୍ୟନ୍ତର ଓଡ଼ିଶା, ଦକ୍ଷିଣ ଛତିଶଗଡ ଦେଇ ତେଲେଙ୍ଗାନା ଯାଏଁ ବିସ୍ତାରିତ ହୋଇଛି। ପ୍ରଭାବ ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର
Read More...

ଆସନ୍ତାକାଲି ଠାରୁ କମିବ ଶୀତ, ବଢିବ ତାପମାତ୍ରା

ଭୁବନେଶ୍ଵର: କିଛି ଦିନ ଧରି ରାତି ତାପମାତ୍ରା ହ୍ରାସ ପାଇବା ହେତୁ ଶୀତ ର ପ୍ରକୋପ ଅଧିକ ରହୁଛି। ତେବେ ଆସନ୍ତା କାଲି ଠାରୁ ରାତି ତାପମାତ୍ରା ୨-୪°C ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ତେଣୁ ଶୀତ ର ପ୍ରକୋପ ହ୍ରାସ ପାଇବ। ସେହିପରି ଏହି ସମୟ ରେ ଦିନ ତାପମାତ୍ରା ୧-୨°C ଯାଏଁ ବୃଦ୍ଧି
Read More...

ଘନ କୁହୁଡି ନେଇ ୪ ଜିଲ୍ଲାକୁ ସତର୍କତା ଜାରି

ଆହୁରି ୫ ଦିନ ଶୀତରେ ଥରିବ ଓଡିଶା ଭୁବନେଶ୍ବର: ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ। ଏହା ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହା ସାଙ୍ଗକୁ ଘନ କୁହୁଡି
Read More...

ବଢିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ବର: ରାଜ୍ୟ ରେ ଗତ କିଛି ଦିନ ଧରି ରାତି ତାପମାତ୍ରା କମ୍ ରହିବା ଯୋଗୁଁ ଶୀତ ଅନୁଭୂତ ହେଉଛି। କିନ୍ତୁ ଏବେ ରାତି ତାପମାତ୍ରା ୨-୪°C ଯାଏଁ ବୃଦ୍ଧି ପାଇବ ଓ ଦିନ ତାପମାତ୍ରା ୧-୨°C ବୃଦ୍ଧି ହେବ ତେଣୁ ଶୀତ ର ପ୍ରଭାବ ଆସନ୍ତା ୩-୪ ଦିନ ଯାଏଁ କମ୍ ରହିବ। ଆସନ୍ତା ୪୮ ଘଣ୍ଟା
Read More...

୪୮ ଘଣ୍ଟା ଯାଏଁ ରହିବ ଶୀତ, ୧୨ ରୁ କମିବ

ଭୁବନେଶ୍ବର: ଏବେ ରାଜ୍ୟ ରେ ଶୀତ ର ପ୍ରଭାବ ରହିଛି। ଉତ୍ତର ପଶ୍ଚିମ ଦିଗ ରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହ, ମେଘମୁକ୍ତ ଆକାଶ, ସକ୍ରିୟ ପାଣିପାଗ ସିଷ୍ଟମ୍ ର ଅନୁପସ୍ଥିତି ଯୋଗୁଁ ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ କମ୍ ରହିଛି ତେଣୁ ଥଣ୍ଡା ଅନୁଭୂତ ହେଉଛି। ଏହିଭଳି
Read More...

ନେପାଳରେ ଭୟଙ୍କର ଭୂମିକମ୍ପ

ନେପାଳ: ଭୟଙ୍କର ଭୂମିକମ୍ପ। ଥରିଲା ନେପାଳ। ଖାଲି ନେପାଳ ନୁହେଁ ମଙ୍ଗଳବାର ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭୂକମ୍ପରେ ଲୋକମାନେ କମ୍ପନ ଅନୁଭବ କରିଥିଲେ। ଏହାର କେନ୍ଦ୍ର ନେପାଳ ସୀମା ନିକଟରେ ତିବ୍ଦତ ବୋଲି କୁହାଯାଉଛି।
Read More...

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ‘ଅଦିନିଆ ବର୍ଷା’କୁ ରାଜ୍ୟ ପ୍ରାକୃତିକ ଦୁର୍ବିର୍ପାକ ଭାବେ ଘୋଷଣା କରିଛନ୍ତି। ଗତମାସରେ ଅଦିନିଆ ବର୍ଷରେ ବ୍ୟାପକ ଫସଲ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କୃଷି
Read More...

ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର

ଜମ୍ମୁ କଶ୍ମୀର: ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର। ଶୁକ୍ରବାର ରାତି ୯.୦୬ରେ କଶ୍ମୀରର ବାରାମୂଳାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଆକଳନ କରାଯାଇଛି। ଏଯାବତ ଭୂକମ୍ପକୁ ନେଇ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଅପରପକ୍ଷେ ଘାଟିରେ ପ୍ରବଳ ତୂଷାରପାତ
Read More...

ଭୂକମ୍ପରେ ଥରିଲା ନେପାଳ

ନେପାଳ: ସକାଳୁ ସକାଳୁ ନେପାଳରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଭାରତୀୟ ସମୟାନୁସାରେ ଆଜି ଭୋର ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ସୂଚନା ଅନୁସାରେ, ନେପାଳ ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଏହାର
Read More...