ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି
Browsing Category

ଆଇନ

୨୫ ସେଲିବ୍ରିଟିଙ୍କ ନାଁରେ ଏତଲା

ତେଲେଙ୍ଗାନା: ୨୫ ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ କଲା ତେଲେଙ୍ଗାନା ପୋଲିସ୍। ସାଇବରାବାଦର ମିୟାପୁର ପୋଲିସ ବେଟିଂ ଆପ୍ଲିକେସନକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣାଶୁଣା ଅଭିନେତା ରାଣା ଡାଗ୍ଗୁବତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା, ମାଞ୍ଚୁ ଲକ୍ଷ୍ମୀ ଏବଂ ନିଧି ଅଗ୍ରୱାଲ
Read More...

କୋର୍ଟରେ ହାଜର ହେଲେ ରାଜା ଚକ୍ର

ବାଲେଶ୍ୱର: କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର। ଆଜି ଇଓଡବ୍ଲୁ ରାଜାଙ୍କୁ ବାଲେଶ୍ଵର କୋର୍ଟରେ ହାଜର କରିଛି। ହାଜର କରିବା ପରେ ଇଓଡବ୍ଲୁ ରିମାଣ୍ଡ ପାଇଁ ଆବେଦନ କରିବ। ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲା ରେ ଗୁରୁବାର ରାଜା ଚକ୍ର ଙ୍କୁ ଇଓଡବ୍ଲୁ ଗିରଫ କରିଛି। ୧୯ ତାରିଖ ଯାଏଁ
Read More...

ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି

ବୁଗୁଡ଼ା: ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି। କିରାଣି ଶ୍ରୀକାନ୍ତ ଡାକୁଆଙ୍କୁ ଧରିଲା ଭିଜିଲାନ୍ସ ଟିମ୍। କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ବୁଗୁଡ଼ା ମୋଟାବାଡ଼ି ଗାଁ ନିକଟରେ ଧରାପଡ଼ିଲେ ଶ୍ରୀକାନ୍ତ। କାର୍‌ ଭିତରୁ ୧ ଲକ୍ଷ ୮୬ ହଜାର
Read More...

ବିଜେଡି ନେତା ରାଜା ଚକ୍ର ଗିରଫ

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ର ଗୁରୁବାର ଗିରଫ। ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏ ନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଜି।ରାଜା ଚକ୍ର ଗିରଫ
Read More...

ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ବର: ହୋଲି ପୂର୍ବରୁ ଆକ୍ସନ ମୋଡରେ ନୂଆ ଡିସିପି। ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ। ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସ୍‌ମିଟ୍‌ କରି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ।
Read More...

ବିଜେଡି ନେତା ରାଜା ଚକ୍ରଙ୍କ ୩ ଠିକଣାରେ ପୁଣି ରେଡ୍‌

କେନ୍ଦୁଝର: ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ ଜାରି ରହିଛି। କ୍ରାଇମବ୍ରାଞ୍ଚ, ଇଓଡବ୍ଲୁ ଏବଂ ଏସଟିଏଫ୍ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଉଛି। ବଣାଇ, ଗୋପାଳପୁର ବନ୍ଦର ଏବଂ କେନ୍ଦୁଝର ଟାଉନରେ ରେଡ୍ ଚାଲିଛି। ଅନ୍ତରୀଣ ସୁରକ୍ଷାରେ ଥିବା ରାଜା ଚକ୍ରଙ୍କର ଆଜି
Read More...

ଭୂପେଶ ବାଘେଲଙ୍କ ପୁଅ ଘରେ ଇଡି ରେଡ୍

ଛତିଶଗଡ଼: ମଦ ଦୁର୍ନୀତି ଘଟଣାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି । ଛତିଶଗଡ ଭିଲାଇରେ ଚୈତନ୍ୟଙ୍କ ବାସଭବନ ସମେତ ପ୍ରାୟ ୧୪ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା
Read More...

ଜୟା ହୋଟେଲ ପରିସରରେ ୧୬୩ ଲାଗୁ

ପୁରୀ: ମଟନ ନାଁରେ ଗୋମାଂସ ବିକ୍ରି ଅଭିଯୋଗ ଘଟଣାରେ ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ଜିଲା ପ୍ରଶାସନ। ଏହି ଢ଼ାବାରେ ମଟନ୍ ନାଁରେ ଗୋମାଂସ ରୋଷେଇ କରି ଗ୍ରାହକ ମାନଙ୍କୁ ଦିଆଯାଉଥିଲା। ଜୟା ଢାବାର ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୬୩
Read More...

ସୁନା ଚୋରା ଚାଲାଣ ମାମଲାରେ ରିମାଣ୍ଡରେ ରାନ୍ୟା ରାଓ

ବେଙ୍ଗାଲୁରୁ: ସୁନା ଚୋରାଚାଲାଣ ମାମଲାରେ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଯାଇଛି। ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ(ଡିଆର୍‌ଆଇ)ର ଯୁକ୍ତି ପରେ ବେଙ୍ଗାଲୁରୁସ୍ଥିତ ଇକୋନୋମିକ୍‌ ଅଫେନ୍ସ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାନ୍ୟାଙ୍କୁ ଜେରା ସମୟରେ ଏକ
Read More...

ବୀରେନ୍ଦ୍ର ସେହୱାଗଙ୍କ ଭାଇ ଗିରଫ

ଚଣ୍ଡିଗଡ଼: ବୀରେନ୍ଦ୍ର ସେହୱାଗଙ୍କ ଭାଇଙ୍କୁ ଗିରଫ କଲା ପୋଲିସ। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ପୋଲିସ ଗିରଫ କରିଛି। ଏକ ରିପୋର୍ଟ ଅନୁଯାୟୀ, ବିନୋଦ ସେହୱାଗଙ୍କ ଚେକ ବାଉନ୍ସ ମାମଲା କୋର୍ଟରେ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା
Read More...