Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category
Today’s Highlight
୩ ମାସରେ ଟ୍ରାଫିକ୍ ଜରିମାନା ପୈଠ ନକଲେ କଟିବ ଡ୍ରାଇଭିଂ ଲାଇସେନ୍ସ
ଭୁବନେଶ୍ବର: ତିନି ମାସରେ ଟ୍ରାଫିକ୍ ଇ-ଚାଲାଣ ପୈଠ କରିବାକୁ ପଡିବ। ଚାଲାଣ ନଦେଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହା ବ୍ୟତୀତ, ଯେଉଁମାନେ ଏକ ଆର୍ଥିକ ବର୍ଷରେ ଲାଲ ସିଗନାଲ ଡେଇଁବା କିମ୍ବା ବିପଦପୂର୍ଣ୍ଣ ଡ୍ରାଇଭିଂ ପାଇଁ ତିନି ଥରରୁ ଅଧିକ!-->…
Read More...
Read More...
କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ସହ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର…
ଭୁବନେଶ୍ଵର: ସ୍କିଲ୍ ଇଣ୍ଡିଆ ମିଶନକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ପରିକଳ୍ପନାକୁ ଆଉ ଏକ ପାଦ ଆଗକୁ ନେଇ, "ଦକ୍ଷତା" କାର୍ଯ୍ୟକ୍ରମ ଅଧୀନରେ କର୍ମଚାରୀ ମାନଙ୍କ କୌଶଳ ବୃଦ୍ଧି ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡ଼ିଶାର ସିଭି ରମଣ ଗ୍ଲୋବାଲ!-->…
Read More...
Read More...
ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକଙ୍କୁ ଦିଆଯିବ ପ୍ରଶିକ୍ଷଣ
ପୁରୀ: ମହାପ୍ରଭୁଙ୍କ ଦୈନନ୍ଦିନ ସେବାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୋମବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଏନେଇ!-->!-->!-->…
Read More...
Read More...
ବଳାତ୍କାର ଅଭିଯୋଗରେ ନିର୍ଦ୍ଦେଶକ ସନୋଜ ମିଶ୍ରା ଗିରଫ
ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫’ରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଏକ ଭୂମିକା ପ୍ରଦାନ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ନିର୍ଦ୍ଦେଶକଙ୍କ!-->…
Read More...
Read More...
ଆଜି ସୁଭଦ୍ରା ଆବେଦନର ଶେଷ ତାରିଖ
ଭୁବନେଶ୍ବର: ସୁଭଦ୍ରା ଯୋଜନା ପାଇଁ ନୂଆ ଆବେଦନକାରୀଙ୍କ ଲାଗି ସୋମବାର ଅର୍ଥାତ ୩୧ ମାର୍ଚ୍ଚ ହେଉଛି ଶେଷ ତାରିଖ। ଆଜି ମଧ୍ୟରେ ଆବେଦନ କଲେ ଏକାସାଙ୍ଗରେ ୩ ଟି କିସ୍ତିର ଟଙ୍କା ଆପଣ ପାଇପାରିବେ। ଅର୍ଥାତ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ୧୫ ହଜାର ଟଙ୍କା ଆସିବ।
ସୁଭଦ୍ରା!-->!-->!-->…
Read More...
Read More...
ସହିଦ ରାଜକିଶୋରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର: କେନ୍ଦୁଝର ମାଟିର ପୁଅ ସହିଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜକିଶୋରଙ୍କ ମରଶରୀର ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ନୂଆଗାଁ!-->…
Read More...
Read More...
କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା, ସ୍ବାଭାବିକ ହେଲା ରେଳ ଚଳାଚଳ
ନ୍ୟୁଜ୍ ବ୍ୟୁରୋ: କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟଣାରେ ସୋମବାର ନୂଆ ଅପ୍ଡେଟ୍ ସାମ୍ନାକୁ ଆସିଛି। ସକାଳ ୭.୧୫ ସୁଦ୍ଧାରେଲଓ୍ବେ ଟ୍ରାକ୍ ମରାମତି କାର୍ଯ୍ୟ ଶେଷ ହୋଇଛି। ଖୁବ୍ଶୀଘ୍ର ଟ୍ରେନ୍ ଚଳାଚଳ ହେବାନେଇ ରେଳ ବିଭାଗ ପକ୍ଷରୁ ସୂଚନା!-->…
Read More...
Read More...
ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣୀବିହାର ମଧୁସୂଦନ ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ଫିଲୋସୋଫି(ଦର୍ଶନ ବିଭାଗ)ର ପିଜି ୨ୟ ବର୍ଷର ଛାତ୍ର ତାପସ ନାୟକ ବୋଲି ଜଣାପଡ଼ିଛି।ଉତ୍କଳ ବିଶ୍ୱବିଦ୍ୟାଳୟ!-->…
Read More...
Read More...
ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ୧୧ ବଗି ଲାଇନ୍ଚ୍ୟୁତ: ୧ ମୃତ ୭ ଆହତ
କଟକ: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ ନଂ ୧୨୫୫୧ ବେଙ୍ଗାଲୁରୁରୁ କାମାକ୍ଷା ଯାଉଥିଲା। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ!-->…
Read More...
Read More...
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଫରେଷ୍ଟର ଗିରଫ
ଗୁଣୁପୁର: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର। ଏଭଳି ଲଜ୍ଜା ଜନକ ଖବର ଆସିଛି ଗୁଣୁପୁରରୁ। ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ ଫରେଷ୍ଟର ଜଣକ ହେଲେ ନରସିଂହ ଶତପଥୀ (୫୯)।
!-->!-->!-->…
Read More...
Read More...