Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍ ୩.୦’
ଟ୍ରକ୍ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ
Browsing Category
Today’s Highlight
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଆସାମ : ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଓ ଲୋକମୁଖୀ ଘୋଷଣା କରିଛନ୍ତି। ସେ ପୁନଃ ନିର୍ବାଚିତ ହେଲେ ପ୍ରାଥମିକ ଶିକ୍ଷାରୁ ସ୍ନାତକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପରିବାରମାନଙ୍କ ଉପରେ!-->…
Read More...
Read More...
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍ ସବଷ୍ଟେସନ ଉଦଘାଟନ
ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତାରେ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଅନ୍ତା, ସତ୍ୟନଗର ଓ ଏସ୍ସିବି ମେଡିକାଲରେ ସ୍ଥାପିତ ଅତ୍ୟାଧୁନିକ ଜିଆଇଏସ୍ (Gas Insulated!-->…
Read More...
Read More...
ରାଜ୍ୟସଭା ନେତା ପଦରୁ ଡ଼. ସସ୍ମିତ ପାତ୍ରଙ୍କ ଇସ୍ତଫା
ଭୁବନେଶ୍ଵର: ଓଡ଼ିଶା ରାଜନୀତିରେ ଏକ ବଡ ଘଟଣା ସାମ୍ନାକୁ ଆସିଛି। ବିଜୁ ଜନତା ଦଳ (BJD)ର ରାଜ୍ୟସଭା ସଂସଦୀୟ ଦଳ ନେତା ଡ଼. ସସ୍ମିତ ପାତ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ସୂଚନା ମିଳିଛି। ଏହି!-->…
Read More...
Read More...
ନୂଆ ଦଳ ଗଠନ କଲେ ଡ଼. ନବଜୋତ କୌର ସିଦ୍ଧୁ
ନୂଆଦିଲ୍ଲୀ; ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ପରିସ୍ଥିତିରେ ନୂଆ ମୋଡ଼ ଆସିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡ଼. ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ବହିଷ୍କାର ପରେ ନିଜର ନୂତନ ରାଜନୈତିକ ଦଳ ଗଠନ ଘୋଷଣା କରିଛନ୍ତି।
ସୋମବାର ବିଳମ୍ବିତ ରାତିରେ ସେ!-->!-->!-->…
Read More...
Read More...
ଖାର୍ଗ ଦ୍ୱୀପରେ ବିସ୍ଫୋରଣ, ରେଳ ବ୍ରିଜ ଓ ହାଇୱେ ଧ୍ୱଂସ
ଇରାନ: ଇରାନର ଗୁରୁତ୍ୱପୂର୍ଣ୍ଣ ତୈଳ କେନ୍ଦ୍ର ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ। ଏକ ବଡ ରେଲଓ୍ବେ ବ୍ରିଜ୍ କୁ ଉଡାଇ ଦେଲା ଇସ୍ରାଇଲ। ହର୍ମୁଜ ପ୍ରଣାଳୀ ଖୋଲିବାକୁ ଆମେରିକା ପକ୍ଷରୁ ଇରାନକୁ ଦିଆଯାଇଥିବା ମହଲତ ଏବେବି ଶେଷ ହୋଇନଥିବାବେଳେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ!-->…
Read More...
Read More...
ମହାରାଷ୍ଟ୍ରରେ ଆଇଟି, ଏଆଇ ପାଇଁ ନୂତନ ବିଭାଗକୁ ମନ୍ତ୍ରିମଣ୍ଡଳର ମଞ୍ଜୁରି
ମହାରାଷ୍ଟ୍ର: ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟକୁ ମଧ୍ୟନଜରରେ ରଖି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବୀସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧି ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଗଠନକୁ ଅନୁମୋଦନ ଦେଇଛି। ବର୍ତ୍ତମାନର!-->…
Read More...
Read More...
ଅମରାବତୀ ହେଲା ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ
ଆନ୍ଧ୍ରପ୍ରଦେଶ: ଦୀର୍ଘ ଅପେକ୍ଷା ପରେ ଶେଷରେ ବଡ଼ ନିଷ୍ପତ୍ତି। ଅମରାବତୀ କୁ ଆନ୍ଧ୍ରପ୍ରଦେଶର ର ସ୍ଥାୟୀ ଓ ଏକମାତ୍ର ରାଜଧାନୀ ଭାବେ କେନ୍ଦ୍ର ସରକାର ଆନୁଷ୍ଠାନିକ ମାନ୍ୟତା ଦେଇଛନ୍ତି। ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବା ସହ ରାଜ୍ୟର ଦୀର୍ଘଦିନର ଅସ୍ପଷ୍ଟତା ଦୂର ହୋଇଛି।୨୦୧୪ରେ!-->…
Read More...
Read More...
କୋଲ ଗ୍ୟାସିଫିକେସନ ଦ୍ୱାରା ଶକ୍ତି ସ୍ୱାବଲମ୍ବନ ଓ ପରିବେଶ ଅନୁକୂଳ ଇସ୍ପାତ ନିର୍ମାଣର ସାଜିଲା ମାର୍ଗଦର୍ଶକ
ନୂଆଦିଲ୍ଲୀ; ଜିନ୍ଦଲ ଷ୍ଟିଲ୍ ଉନ୍ନତ କୋଇଲା ଗ୍ୟାସିଫିକେସନ୍ ମାଧ୍ୟମରେ ସ୍ୱଦେଶୀ କୋଇଲା ବ୍ୟବହାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ଯାହା ଭାରତର ଶକ୍ତି ସୁରକ୍ଷାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବା ସହିତ କମ୍-କାର୍ବନ ଇସ୍ପାତ ଉତ୍ପାଦନକୁ ସକ୍ଷମ କରିଛି। ବିଶ୍ୱର ପ୍ରଥମ କମ୍ପାନି ଭାବେ!-->…
Read More...
Read More...
୨୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା, ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ନାମ ପ୍ରକାଶ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୩ଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ଏହା ସହିତ ପ୍ରତ୍ୟେକ ଜିଲ୍ଲା ପାଇଁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଏହି ପରିଷଦଗୁଡ଼ିକ ମାଧ୍ୟମରେ ଜିଲ୍ଲା ଉନ୍ନୟନ କାର୍ଯ୍ୟକ୍ରମକୁ ଆହୁରି ଗତି ମିଳିବ ବୋଲି ଆଶା!-->…
Read More...
Read More...
ଲିଙ୍ଗରାଜ ମନ୍ଦିରରେ ସେବାୟତ ହାତାହାତି, ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ
ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ପୁଣିଥରେ ନୀତିକାନ୍ତି ବନ୍ଦ ହୋଇଥିବା ଖବର ମିଳିଛି। ଆଜି ସକାଳ ୯ଟା ପରଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦୈନନ୍ଦିନ ନୀତି ବନ୍ଦ ରହିଛି, ଯାହା ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ମନ୍ଦିରର ଗର୍ଭଗୃହରେ ରୂପା!-->!-->!-->…
Read More...
Read More...