Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category
TOP STORIES
ପ୍ରବାସୀ ଭାରତୀୟ ଦିବସ ପାଇଁ ଜାରି ହେଲା ଟ୍ରାଫିକ କଟକଣା
ଭୁବନେଶ୍ଵର: ଆସନ୍ତାକାଲି ଠାରୁ ଭୁବନେଶ୍ଵରସ୍ଥିତ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ!-->…
Read More...
Read More...
ହଂସିତା ଅଭିଲିପ୍ସାଙ୍କ ଘର ସହ ୧୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ
ଭୁବନେଶ୍ବର: ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ଚଢାଉ। ଭୁବନେଶ୍ବର ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍। ଘର ଓ ଅଫିସରେ ଚଢ଼ାଉ କରୁଛି। ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍ର ଖୋଳତାଡ଼ କରୁଛି ବିଭାଗ। ବିନା ଲୋନ୍ରେ ଦାମୀ କାର୍ କିଣିବାକୁ ନେଇ କିଛି ଦିନ ତଳେ!-->…
Read More...
Read More...
ଶ୍ରୀଜିଉଙ୍କ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କଲେ ଏସ୍. ଜୟଶଙ୍କର
ଭୁବନେଶ୍ବର: ଆସନ୍ତାକାଲିଠାରୁ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ଏଥିଲାଗି ଜଣଙ୍କ ପରେ ଜଣେ ପ୍ରବାସୀ ଭାରତୀୟ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚୁଛନ୍ତି। ସେମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା!-->…
Read More...
Read More...
ସମ୍ବଲପୁର ଡବଲ ମର୍ଡର ଘଟଣାରେ ୩ ଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ
ସମ୍ବଲପୁର: ସମ୍ବଲପୁର ଜିଲା ବୁର୍ଲା ଥାନା କଟାପାଲିରେ ଗତ ଶନିବାର ବିଳମ୍ବିତ ରାତିରେ ଟ୍ରକ୍ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସୋମବାର ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ!-->…
Read More...
Read More...
ଏଚ୍ଏମ୍ପିଭିକୁ ନେଇ ଭୟ କରନ୍ତୁ ନାହିଁ: ସ୍ଵାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର:: ସାରା ଦେଶକୁ ଏବେ ଘେରିଛି ନୂଆ ଭୂତାଣୁ ଏଚଏମପିଭିର ଭୟ। ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।!-->…
Read More...
Read More...
ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି। ମିଳିଥିବା ବିହାର ଲୋକସେବା ଆୟୋଗ(ବିପିଏସସି) ପ୍ରାର୍ଥୀଙ୍କ ସମର୍ଥନରେ ଜାନୁଆରୀ ୨ରୁ ଆମରଣ ଅନଶନରେ ବସିଥିବା ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କର ମଙ୍ଗଳବାର ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।
!-->!-->…
Read More...
Read More...
ନେପାଳରେ ଭୟଙ୍କର ଭୂମିକମ୍ପ
ନେପାଳ: ଭୟଙ୍କର ଭୂମିକମ୍ପ। ଥରିଲା ନେପାଳ। ଖାଲି ନେପାଳ ନୁହେଁ ମଙ୍ଗଳବାର ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭୂକମ୍ପରେ ଲୋକମାନେ କମ୍ପନ ଅନୁଭବ କରିଥିଲେ। ଏହାର କେନ୍ଦ୍ର ନେପାଳ ସୀମା ନିକଟରେ ତିବ୍ଦତ ବୋଲି କୁହାଯାଉଛି।!-->…
Read More...
Read More...
୪୪୭୯୩ କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ବର: ରାଜ୍ୟରେ ନିବେଶ ବଢାଇବା ଲାଗି ସରକାର ଜୋରଦାର ଉଦ୍ୟମ କରୁଥିବା ବେଳେ ସୋମବାର ସରକାର ୪୪ ହଜାର ୭୯୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହି ପୁଞ୍ଜିନିବେଶ ଦ୍ବାରା ରାଜ୍ୟରେ ୨୩ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବ। ଯାଜପୁର ଓ କଟକ!-->…
Read More...
Read More...
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୧୦ କୋଟିର ଗଞ୍ଜେଇ ଜବତ
ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ ବହୁ ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଆଣିଥିବା ୨ ମହିଳା ଯାତ୍ରୀଙ୍କୁ ଗିରଫ କରିଛି ଭୁବନେଶ୍ୱର କଷ୍ଟମ କମିଶନରେଟ। ମହିଳା ଯାତ୍ରୀ ଦୁଇ ଜଣ ଭାରତୀୟ ଅଟନ୍ତି। ଦୁଇ ଜଣ ଭାରତୀୟ ମହିଳାଙ୍କ ନିକଟରୁ ୧୯ଟି ଗଞ୍ଜେଇ!-->…
Read More...
Read More...
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଜଷ୍ଟିନ ଟ୍ରୁଡୁ
କାନାଡ଼ା: କାନାଡ଼ାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଜଷ୍ଟିନ ଟ୍ରୁଡୁ। ଏହା ସହିତ ଲିବେରାଲ ପାର୍ଟି ନେତା ପଦରୁ ବି ଇସ୍ତଫା ଦେଇଛନ୍ତି। ୯ ବର୍ଷ କାଳ ପ୍ରଧାନମନ୍ତ୍ରୀ ପଦରେ ରହିବା ପରେ ଆଜି ସେ ଇସ୍ତଫା ଘୋଷଣା କରିଛନ୍ତି। ଜଷ୍ଟିନ କହିଛନ୍ତି, ନୂଆ ପ୍ରଧାନମନ୍ତ୍ରୀ!-->…
Read More...
Read More...