ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ
Browsing Category

TOP STORIES

ଆଜି ରଥଯାତ୍ରା: ସ୍ମରଣ କରନ୍ତୁ ମହାପ୍ରଭୁଙ୍କୁ

ନୀଳାଦୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନସିଂହାସନସ୍ଥମ୍।ସର୍ବାଳଙ୍କାରଯୁକ୍ତଂ ନବଘନ ରୁଚିରଂସଂଯୁତଂଚାଗ୍ରଜେନ।।ଭଦ୍ରାୟା ବାମଭାଗେ ରଥଚରଣ ଯୁତଂବ୍ରହ୍ମରୁଦ୍ରେନ୍ଦ୍ର ସେବ୍ୟମ୍।ବେଦାନାଂ ସାରମୀଶଂ ସ୍ବଜନ ପରିବୃତ୍ତଂ ବ୍ରହ୍ମଦାରୁ ସ୍ମରାମି।।
Read More...

ଭାଗ ଭାଗ ହୋଇଯିବ କି ପ୍ରଶାସନ, ଅମଲା?

ଭୁବନେଶ୍ବର କ୍ଲବକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଲାଣିବିଜୟ ଓ ଅସିତଙ୍କ ପ୍ରାର୍ଥିତ୍ବକୁ ନେଇ ସବୁଠାରେ କମ୍ପନମୁଖ୍ୟମନ୍ତ୍ରୀ ଜାଣିଲେଣି ନା ନାହିଁ, କଣ ହେବାକୁ ଯାଉଛି ଭୁବନେଶ୍ବର: ଓଡ଼ିଶାରେ ଆଇଏଏସ୍ ଅଫିସର ଏବେ ଦୁଇଭାଗ। କିଛି ପ୍ରାଶାସନିକ ଅଧିକାରୀ, ବ୍ୟବସାୟୀ, କର୍ପୋରେଟ୍ ସଂସ୍ଥାର
Read More...

ଖୋର୍ଧା: ତୃତୀୟ ଲହର ଛୁଇଁଲା କି? କାହିଁକି କମୁନି ସଂକ୍ରମଣ??

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ବି ଅଧିକ, ମୃତ୍ୟୁ ସଂଖ୍ୟା ବିରାଜ୍ୟରେ ଖସୁଛି ସଂକ୍ରମଣ ହାର, ଲମ୍ବୁଛି ମୃତ୍ୟୁ ତାଲିକା ଭୁବନେଶ୍ବର: ଲାଲବଳୟରୁ ହଟିବନି କି ଖୋର୍ଦ୍ଧା? କମିବନି କି ସଂକ୍ରମଣ ? ନା ତୃତୀୟ ଲହର ଏହା ଭିତରେ ଛୁଇଁଗଲାଣି। ଏମିତି କିଛି ଚର୍ଚ୍ଚା ଏବେ ସାଧାରଣରେ ଆରମ୍ଭ
Read More...

ପ୍ରତ୍ୟକ୍ଷ ଭଗବାନ ହେଉଛନ୍ତି ସୂର୍ଯ୍ୟଦେବତା

ଗ୍ରହ, ନକ୍ଷତ୍ର ନିର୍ବିଶେଷରେ ରବିବାର ସମସ୍ତଙ୍କୁ ଆମିଷ ଭକ୍ଷଣ ମନା ନମଃ କମଳରୂପାୟ ନମଃ କମଳଧାରିଣେ।ନମଃ କମଳଯନ୍ତ୍ରାୟ ପଦ୍ମବଲ୍ଲଭ! ତେ ନମଃ।।
Read More...

ସୋସିଆଲ ମିଡିଆରେ ଭାଇରାଲ ଖବର ମିଛ, ମୋର କିଛି ହୋଇନି…

ଭୁବନେଶ୍ବର: 'ମୁଁ ଜୀବିତ ଅଛି। ପୁରା ସୁସ୍ଥ ଅଛି । ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଗୁରୁତର ହୋଇଥିବା ନେଇ ଭାଇରାଲ ଖବର ମିଛ। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏକଥା ଆଉ କେହି ନୁହେଁ, ନିଜେ ଅସୀମା ଏକ ଭିଡିଓ ସେୟାର କରି କହିଛନ୍ତି।
Read More...

ଜଙ୍ଗଲରେ ସକ୍ରିୟ ହେଲେଣି ଶିକାରୀ

କଳାହାଣ୍ଡିରୁ ୩ ବାଘ ଛାଲ ଓ ଦାନ୍ତ ଜବତ, ଅନ୍ତଃରାଜ୍ୟ ରାକେଟ୍‌ର ୪ ଗିରଫ କଳାହାଣ୍ଡି: ବନ ବିଭାଗ ଅଧିକାରୀ ଡାଳେ ଡାଳେ ଗଲେ ପତରେ ପତରେ ଯାଉଛନ୍ତି ଶିକାରୀ। ବନ ବିଭାଗକୁ ସଫଳତା ମିଳୁଛି, କିନ୍ତୁ ଶିକାରୀ ଶିକାର କରିସାରିବା ପରେ। ଏବେ ସେମିତି ଏକ ଖବର କଳାହାଣ୍ଡି ଜିଲ୍ଲାରୁ ଆସିଛି।
Read More...

ମହାପ୍ରଭୁଙ୍କ ପାଇଁ ସମସ୍ତେ ପ୍ରସ୍ତୁତ

ଶ୍ରୀକ୍ଷେତ୍ରରେ ହେବ ପୁଲିସ ଛାଉଣୀ, ବରିଷ୍ଠ ପୁଲିସ ଅଧିକାରୀ କଲେ ସମୀକ୍ଷାଆଜିଠାରୁ ହୋଟେଲ୍ ଛାଡି଼ିବେ, ଆସନ୍ତାକାଲିଠାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବ ପୁରୀ: ଦିନକ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଦେଉଳ ଭିତରୁ ବାହାରିବେ ପରଂବ୍ରହ୍ମ। ଏକାକାର ହେବେ ରଥ, ପଥ ଜଗନ୍ନାଥ। ଏଥିପାଇଁ
Read More...

ରାସ୍ତାରେ ବିମାନ ଓହ୍ଲାଇ ଆହତ ଯବାନଙ୍କୁ ଉଠାଇ ଆଣିଲେ ପାଇଲଟ୍

କନ୍ଧମାଳ ଜିଲ୍ଲା ଗୋଛାପଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ୮ଘଣ୍ଟା ହେଲା ଗୁଳି ବିିନିମୟ ଜାରିବୌଦ୍ଧ-କନ୍ଧମାଳ ସୀମାରେ ଅପରେସନ୍ ଚାଲିଛି, ଦୁଇ ଯବାନ ଗୁରୁତର, ବିଏସଏଫ୍ ବିମାନରେ ଆସିଲେକୋରାପୁଟ ଓ ମାଲକାନଗିରି ଗସ୍ତରେ ଥିବା ଡିଜିପି ଅଭୟ ଗସ୍ତ ବାତିଲ୍ କରି କନ୍ଧମାଳରେ
Read More...

ମେଡିକାଲ ଛାତରୁ କାହିଁକି ଡେଇଁଲେ ଯୁବତୀ?

ଭୁବନେଶ୍ବର: ମେଡିକାଲ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେଡିକାଲ ତୃତୀୟ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ୭ ତାରିଖରେ ତୁମ୍ବିଗୁଡ଼ା ଗାଁର ୨୮ ବର୍ଷୀୟ ରଜନୀ ମେଲେକା
Read More...

ମୋତେ ସାର୍ ନୁହେଁ, ବସ୍ ଡାକ…!

କାହିଁକି ଏମିତି କଥା କହିଲେ ଅଶ୍ୱିନୀ ?ସରକାରରେ ନୂଆ ପରମ୍ପରା ଆରମ୍ଭ କଲେଗଣତନ୍ତ୍ରରେ ପଶିଗଲା କି କର୍ପୋରେଟ୍ ଢାଞ୍ଚା ନୂଆଦିଲ୍ଲୀ: ଏଣିକି ମୋତେ ସାର୍ ନୁହେଁ, ବସ୍ ଡାକ। ନୂଆ ନୂଆ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କ ଏଭଳି ବୟାନକୁ ନେଇ ଏବେ ବେଶ ଚର୍ଚ୍ଚା । ଏହି କଥା
Read More...