ଦିଶା ପାଟନୀଙ୍କ ଘର ଉପରକୁ ଗୁଳିମାଡ଼
ଉତ୍ତର ପ୍ରଦେଶ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରେ ଗୁଳିମାଡ଼। ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍ରେ ପୁଣି ବଲିଉଡ ଷ୍ଟାର୍। ସଲମାନ ଖାନ୍, କପିଲ ଶର୍ମାଙ୍କ ପରେ ଏବେ ଦିଶା ପାଟନୀଙ୍କ ଘର ଉପରକୁ ହୋଇଛି ଗୁଳିମାଡ଼। ବରେଲୀସ୍ଥିତ ତାଙ୍କ ବାସଭବନ ଆଗରେ ଫୁଟିଛି ଗୁଳି। ଗୁଳିଚାଳନା ପରେ!-->…
Read More...
Read More...