ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପାରାଦ୍ୱୀପରେ ଚୀନ ଜାହାଜ ଗିରଫ

ପାରାଦ୍ୱୀପ: ବକେୟା ଟଙ୍କା ନ ଦେବାରୁ ପାରାଦ୍ୱୀପ ବନ୍ଦରରେ ଗିରଫ ହେଲା ଚୀନ ଜାହାଜ । ZHE HAI IMO-୯୫୬୭୪୭୭ ନାମକ ଏକ ଚୀନ ଜାହାଜକୁ ଗିରଫ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ସବ୍‌ ଜଜ୍ ମଙ୍ଗଳବାର ସନ୍ଧ୍ୟାରେ ଜାହାଜକୁ ଗିରଫ କରିଛନ୍ତି। ଏହି ଜାହାଜଟି ଜର୍ଜିଆରୁ
Read More...

୧୧ଟା ପରେ ଅଫିସ ଆସିଲେ କଟିବ ଦିନକର ଦରମା

ଭୁବନେଶ୍ବର: ଏବେ ଠିକ୍ ସମୟରେ ଅଫିସ୍‌ରେ ନପହଞ୍ଚିଲେ କଟିବ ଦରମା। ଦିନକୁ ଅତି କମରେ ଅଫିସ୍‌ରେ ସାଢେ ୭ ଘଣ୍ଟା କରିବାକୁ ପଡିବ କାମ । ଏଥିରେ ଖିଲାପ କଲେ ଦରମା କଟାଯିବ। ଦିନ ୧୦.୩୦ ସୁଦ୍ଧା ପହଞ୍ଚିବାକୁ ପଡିବ ଅଫିସରେ। ୧୦.୩୦ରୁ ଅଧିକ ହେଲେ ବିଳମ୍ବ ବୋଲି ଧରାଯିବ। ଏପରିକି ଯଦି ୧୧ଟା
Read More...

କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ମୃତ

କେରଳ: କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ହୋଇଛି। ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କେରଳ ଓ୍ବାୟନାଡରେ ହୋଇଥିବା ଭୂସ୍ଖଳନରେ ଏପର୍ଯ୍ୟନ୍ତ ୧୫୮ଜଣଙ୍କ
Read More...

ଏବେ ଘରେ ବସି ପାଇପାରିବେ ଚାଉଳ

ଭୁବନେଶ୍ବର: ରାସନ୍ ପାଇଁ ଆସିବ ସ୍ୱତନ୍ତ୍ର ଆପ୍। ଘରେ ବସି ଚାଉଳ ପାଇପାରିବେ ରାସନ କାର୍ଡ ହିତାଧିକାରୀ। ଯେଉଁମାନେ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କ ଘରେ ଚାଉଳ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ସେହିଭଳି ଯେଉଁ ମାନଙ୍କ ବୟସାଧିକ କାରଣ ଯୋଗୁଁ ଟିପ ଚି଼ହ୍ନ
Read More...

ପ୍ରୀତି ସୁଦନ ହେବେ ୟୁପିଏସସିର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏହାର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି। ସର୍ବାଭାରତୀୟ ସେବା ପରୀକ୍ଷା ପରିଚାଳନା କରୁଥିବା ସଂଘ ଲୋକସେବା ଆୟୋଗ ର ନୂଆ ମୁଖ୍ୟ ହେଲେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ପ୍ରୀତି ସୁଦନ । ୧୯୮୩ ବ୍ୟାଚର
Read More...

ଆସନ୍ତା ୩ ଦିନ ଯାଏଁ ବର୍ଷା ସମ୍ଭାବନା

ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା ଭୁବନେଶ୍ବର: ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ମୌସୁମୀ ଟ୍ରଫ୍ ଏବେ ସ୍ଵାଭାବିକ ସ୍ଥିତି ରେ ରହିଛି ଆସନ୍ତା ୪-୫ ଦିନ ମଧ୍ୟରେ ଏହା କ୍ରମଶଃ ଉତ୍ତର ଆଡ଼କୁ ଅଗ୍ରସର ହେବ।
Read More...

ନାବାଳକ ଗାଡ଼ିଚାଳକଙ୍କ ଠାରୁ ଆଦାୟ ହୋଇଛି ୮୩ ଲକ୍ଷ ୫୦ ହଜାର

ଭୁବନେଶ୍ବର; ସୋମବାର ଠାରୁ ନାବାଳକ ଗାଡ଼ିଚାଳକଙ୍କ ଉପରେ ରାଜ୍ୟ ବ୍ୟାପି ଧରପକଡ ଆରମ୍ଭ ହୋଇଛି। ଦୁଇ ଦିନରେ ଧରା ପଡିଛନ୍ତି ୩୩୪ ନାବାଳକ ଚାଳକ। ଏହା ସହ ୧୩୮ ଟି ଗାଡି ଜବତ କରିଛି ଏସଟିଏ। କେବଳ କଟକରେ ସର୍ବାଧିକ ୨୭ ଜଣ ଧରା ପଡିଛନ୍ତି। ଏବଂ ଗାଡ଼ି ପିଛା ୨୫ ହଜାର ଟଙ୍କା କରି ମୋଟ ୮୩
Read More...

ମାଆ ହେଲା ଧଳା ବାଘୁଣୀ ମୌସୁମୀ

ଭୁବନେଶ୍ବର: ନନ୍ଦନକାନନରେ ପ୍ରାଣୀ ଉଦ୍ୟାନ ମଧ୍ୟରେ ରହିଥିବା ଧଳା ବାଘୁଣୀ ମୌସୁମୀ ମା' ହୋଇଛି। ଗତକାଲି (ସୋମବାର) ରାତିରେ ବାଘୁଣୀ ମୌସୁମୀ ଗୋଟିଏ ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି। ଉଭୟ ମାଆ ବାଘୁଣୀ ଏବଂ ଶାବକ ସୁସ୍ଥ ଥିବା ଜଣାପଡିଛି। ସୂଚନା ଅନୁସାରେ,ଗତକାଲି ରାତି ୮ଟା ୫୧
Read More...

ଫେରିଯାଇଛି ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର

ଭୁବନେଶ୍ୱର: ୨୦୧୬ ରୁ ୨୦୨୪ ମଧ୍ୟରେ ଫେରିଯାଇଛି ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର। ତତ୍କାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନଦେଇ ପାରିବାରୁ ପକ୍କା ଘର ଫେରିଯାଇଛି। ବିଧାନସଭାରେ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ବିଜେପି ବିଧାୟକ ମାନସ ଦତ୍ତଙ୍କ
Read More...

କେରଳର ଓ୍ବାୟାନାଡରେ ଭୁସ୍ଖଳନ , ୧୦୬ ମୃତ

କେରଳ: କେରଳର ଓ୍ବାୟାନାଡ ଜିଲ୍ଲା ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ। କିଛି ସମୟ ବ୍ୟବଧାନରେ ଏକାଧିକ ସ୍ଥାନରେ ଭୁସ୍ଖଳନ ଘଟିଛି। ଏଥିରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୧୦୦ରୁ ଅଧିକ ମାଟି ତଳେ ଫସିରହିଥିବା ନେଇ ଆଶଙ୍କା କରାଯାଉଛି। ସେପଟେ ପାଖାପାଖି ୪୦୦ ଘର
Read More...