ଟ୍ରେନ୍ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ
ଜାମତାରା: ଝାଡ଼ଖଣ୍ଡର ଜାମତାରାରେ ବୁଧବାର ସନ୍ଧ୍ୟାରେ ହୋଇଥିବା ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପାଖାପାଖି ୬ଜଣ ଲୋକ ଆହତ ହୋଇଛନ୍ତି। କରମାଟାଣ୍ଡ ନିକଟ କଳାଝରିଆରେ ଏହି ଘଟଣା ଘଟିଛି। ରେଳବାଇ ପୁଲିସ ଓ ସ୍ଥାନୀୟ ପ୍ରଶାସନର ଟିମ୍ ରିଲିଫ୍ ଓ!-->…
Read More...
Read More...