ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଏକ ମାସ ଶିଶୁ ଶରୀରରେ ସଫଳ ଲାପ୍ରୋସ୍କୋପିକ୍ ସର୍ଜରୀ କଲେ ସମ୍ ସର୍ଜନ୍‌

ଭୁବନେଶ୍ୱର, ଅଗଷ୍ଟ ୨୪ : ଏକ ମାସ ଶିଶୁ କନ୍ୟାର ଶରୀରରେ ଇନ୍‌ଗୁଇନାଲ୍ ହାର୍ନିଆର ଲାପ୍ରୋସ୍କୋପିକ୍ ପଦ୍ଧତିରେ ସଫଳତାର ସହଅସ୍ତ୍ରୋପଚାର କରିବାରେ ସକ୍ଷମ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ପେଡିଆଟ୍ରିକ୍ ସର୍ଜନ୍ ।“ଏଭଳି ଅସ୍ତ୍ରୋପଚାର ଆମେ ନିୟମିତ ହସ୍ପିଟାଲ୍‌ରେ କରୁଛୁ ତେବେ
Read More...

ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ୍

ରାୟଗଡ଼ା: ରାୟଗଡ଼ା ଡିଏଫଓଙ୍କ ଘରେ ପଶିଲା ଭିଜିଲାନ୍ସ । ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାର ୭ଟି ସ୍ଥାନରେ ଏହି ଚଢାଉ କରିଛି ଭିଜିଲାନ୍ସ
Read More...

ସୋଆ ଓଡ଼ିଶାର ପ୍ରଥମ ୫ ଜି କ୍ୟାମ୍ପସ୍ ଘୋଷିତ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରିଲାୟନ୍ସ ଜିଓ ଦ୍ୱାରା ପ୍ରଥମ ଥର ପାଇଁ ଟ୍ରୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ପ୍ରଦାନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଶିଳ୍ପ କ୍ଷେତ୍ରରେ
Read More...

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ‘ଗାଜରଘାସ ସଚେତନତା ସପ୍ତାହ’ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ (ଆଇଏଏସ୍‌) ଏବଂ ସୋଆ ପରିଚାଳିତ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ର ମିଳିତ ସହଯୋଗରେ ଗତ ମଙ୍ଗଳବାର ଦିନ ଗାଜର ଘାସ ସଚେତନତା ସପ୍ତାହ ପାଳିତ କରାଯାଇଛି ।ଏହି ସଚେତନତା
Read More...

ଇତିହାସ ରଚିଲା ଭାରତ: ସଫଳତାର ସହ ଅବତରଣ କଲା ଚନ୍ଦ୍ରଯାନ-୩

ଭୁବନେଶ୍ବର: ଆଜି ଇତିହାସ ରଚିଲା ଭାରତ। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସଫଳତାର ସହ ଅବତରଣ କଲା ଚନ୍ଦ୍ରଯାନ-୩। ଇସ୍ରୋ ବୈଜ୍ଞାନିକଙ୍କ ସମସ୍ତ ପ୍ରଚେଷ୍ଠା ଓ ପରିଶ୍ରମର ଫଳ ଆଜି ଦେଶବାସୀଙ୍କୁ ମିଳିଛି। ୨୦୧୯ ରେ ଭାରତ ତାର ଚନ୍ଦ୍ର ଅଭିଯାନରେ ବିଫଳ ହୋଇଥିବା ବେଳେ ଦୀର୍ଘ ୫ବର୍ଷର ଅକ୍ଳାନ୍ତ
Read More...

ଚନ୍ଦ୍ରରେ ପାଦ ଥାପିବ ଚନ୍ଦ୍ରଯାନ

ବେଙ୍ଗାଲୁରୁ: ଆଉ କିଛି ଘଣ୍ଟା ପରେ ଭାରତକୁ ମିଳିବ ଏକ ବଡ ସଫଳତା। ଅର୍ଥାତ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ମହାକାଶ ବିଜ୍ଞାନୀଙ୍କ ମତରେ ଚନ୍ଦ୍ରଯାନ ୩ର ସଫଳତା କେବଳ କିଛି ମିନିଟର ଖେଳ ଅଟେ। ଏହି ସମୟରେ ମହାକାଶ ଯାନକୁ ଚନ୍ଦ୍ରର
Read More...

ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ ହେଲେ ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ/ଭୁବନେଶ୍ବର: ସାମାଜିକ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଦୁର୍ବଳ ଏବଂ ବଞ୍ଚିତ ବର୍ଗର ବ୍ୟକ୍ତିଙ୍କ ସମାଜିତ ଓ ଆର୍ଥିକ ବିକାଶ ପାଇଁ ଉଲ୍ଲେଖନୀୟ ତଥା ନିରନ୍ତର ସକରାତ୍ମକ ଅବଦାନ ନିମନ୍ତେ ଜଣାଶୁଣା ସମାଜସେବୀ ତଥା ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ
Read More...

ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ

ଭୁବନେଶ୍ବର: ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି। ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ। ୨ ବର୍ଷ ପାଇଁ କୁଳପତି ଭାବେ ଦାୟିତ୍ଵ ତୁଲାଇବେ ସବିତା ପ୍ରଧାନ। ନିଯୁକ୍ତି ଦେଲେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍। ଏବେ ବିଶ୍ୱଭାରତୀ
Read More...

ସୋଆରେ “ମେରା ମିଟି, ମେରା ଦେଶ” ଓ “ବିଭାଜନ ବିଭିଷୀକା ସ୍ମୃତି ଦିବସ” କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର,୧୮/୦୮: ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତିତ “ମେରା ମିଟି, ମେରା ଦେଶ” ଶୀର୍ଷକ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୧୨ ତାରିଖ ଦିନ ଭୁବନେଶ୍ୱର ଉପକଣ୍ଠ ଛତାବର ଗ୍ରାମ ପଂଚାୟତ ଅନ୍ତର୍ଗତ ବିନ୍ଧ୍ୟଗିରି ଗ୍ରାମରେ ଆୟୋଜିତ
Read More...

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ୨୦୧୦ ବ୍ୟାଚ୍ ଆଇଏଏସ୍ ଜ୍ୟୋତିପ୍ରକାଶ ଦାସଙ୍କୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ
Read More...