ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଜାତୀୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ବଦ୍ଧପରିକର ପ୍ରଧାନମନ୍ତ୍ରୀ

ସ୍ବଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀଖୁବ ଶୀଘ୍ର ବିନ୍ଦୁ ସାଗରର ପବିତ୍ର ଜଳ ହେବ ସ୍ୱଚ୍ଛ ଓ ନିର୍ମଳ ପବିତ୍ର ଜଳ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍କରିଣୀର ପବିତ୍ରତାର ପ୍ରତୀକ ହେବଆଇସିଟି-ଆଇଓସି, ଓବିସିସିର ମିଳିତ ଉଦ୍ୟମରେ ୭୦ ଲକ୍ଷ ବ୍ୟୟରେ ଲାଗିଛି ବିଶେଷ
Read More...

ଅନୁଷ୍କା-ବିରାଟଙ୍କ ଘରକୁ ଲକ୍ଷ୍ମୀ ଆସୁଛନ୍ତି!

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଏହି ମାସରେ ପିତାମାତା ହେବାକୁ ଯାଉଛନ୍ତି। ଅଭିନେତା ତାଙ୍କର ଶେଷ ତୈମାସିକରେ ଅଛନ୍ତି ଏବଂ ଶିଶୁଟି ଯେ କୌଣସି ମୁହୂର୍ତ୍ତରେ ଭୂମିଷ୍ଠ ହୋଇପାରେ। ଶିଶୁର ଆଗମନ ଖବରକୁ ନେଇ ଉଭୟଙ୍କ ପ୍ରଶଂସକଙ୍କ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି। ଏହା
Read More...

ଟୀକାକରଣ ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ

ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ
Read More...

ଲକ୍ଷ ଲକ୍ଷ କିଲୋମିଟର ଡେଇଁ ଓଡ଼ିଶା ଆସିଲେ

ଏଥର ଚିଲିକାକୁ ଆସିଛନ୍ତି ପୂର୍ବବର୍ଷ ତୁଳନାରେ ଅଧିକ ପ୍ରଜାତିର ପକ୍ଷୀଗତବର୍ଷ ତୁଳନାରେ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବା ଗଣତିରୁ ଜଣାପଡ଼ିଲା ଭୁବନେଶ୍ବର: ୬ଟି ପ୍ରଜାତିର ନୂଆ ପକ୍ଷୀ ଆସିଛନ୍ତି ଚିଲିକା। କେବଳ ସେତିକି ନୁହେଁ, ଗତବର୍ଷ ଠାରୁ ଅଧିକ ପକ୍ଷୀ ବି ଆସିଛନ୍ତି। ଚିଲିକା
Read More...

ଆର୍‌ଏସ୍‌ପିରେ ଗ୍ୟାସ ଲିକ୍, ୨ମୃତ

ଭୁବନେଶ୍ବର: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଭାବନୀୟ ଘଟଣା ଘଟିଛି। କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଠିକା ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଥିବା ବେଳେ ବାକି
Read More...

ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ

ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍‌.ପି., ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅନ୍ତର୍ଭୁକ୍ତ
Read More...

ଅନନ୍ୟ ଉଦାହରଣ ରାମଲିଙ୍ଗେଶ୍ବର ଜଳାଶୟ

ବ୍ରହ୍ମପୁର ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ତଥା ବ୍ରହ୍ମପୁରର ବିକାଶ କାର୍ଯ୍ୟ ଉପରେ ମୁଁ ତୀକ୍ଷ୍ଣ ନଜର ରଖିଛି- ମୁଖ୍ୟମନ୍ତ୍ରୀ ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ। ଅବ୍ୟବହୃତ
Read More...

ମାହାଙ୍ଗା ହତ୍ୟାକାଣ୍ଡରେ ଛନ୍ଦି ହୋଇଗଲେ ମନ୍ତ୍ରୀ ପ୍ରତାପ ଜେନା

କୁଳମଣିଙ୍କ ପରିବାର ପକ୍ଷରୁ ଥାନାରେ ଏତଲା, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାଣିଲେଗର୍ଜିଲେ ବିଜେପି ଓ କଂଗ୍ରେସ, ରାଜନୈତିକ ହତ୍ୟାକାଣ୍ଡକୁ ଦୃଢ ନିନ୍ଦା କଲେମନ୍ତ୍ରୀ ପ୍ରତାପ ଜେନା ବି ନିନ୍ଦା କଲେ; କହିଲେ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ହେବ ଭୁବନେଶ୍ବର: ମାହାଙ୍ଗାର ଦୁଇ ଦୁଇ ଜଣ
Read More...

ନୂଆବର୍ଷରେ ଧର୍ମେନ୍ଦ୍ରଙ୍କୁ ବଡ଼ ସ୍ବୀକୃତି

ଓଡ଼ିଶାର ରତ୍ନ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀମ୍ୟାନେଜର ବୋଲି ସଙ୍କେତ ଦେଇ ପରୋକ୍ଷରେ ମର୍ଯ୍ୟାଦା ବଢ଼ାଇଲେ ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳିଛି। ଦୀର୍ଘ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ରାଜନୀତି ପାଇଁ ଏକ
Read More...

କେମିତି ହେବ ମାଟ୍ରିକ୍ ପରୀକ୍ଷା, ମନ୍ତ୍ରୀ ସ୍ପଷ୍ଟ କଲେ

ଭୁବନେଶ୍ବର: ଆସନ୍ତା ମେ' ୩ ତାରିଖରୁ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନେଇ ରାଜ୍ୟ ସରକାର ଶନିବାର ଘୋଷଣା ପରେ ଏହା କିଭଳି କରାଯିବ, ତାହା ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ମାଟ୍ରିକ୍ ପରୀକ୍ଷାରେ ପ୍ରତି ବିଷୟ ପାଇଁ ୮୦ ନମ୍ବରର
Read More...