ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବଜେଟ ଆଣିଲା ସେୟାର ବଜାର ପାଇଁ ଶୁଭ ଖବର

ବଜେଟ ଆଣିଲା ସେୟାର ବଜାର ପାଇଁ ଶୁଭ ସଙ୍କେତ । ବଜେଟ ଉପସ୍ଥାପନ ହେବାର ଗୋଟିଏ ଦିନ ପରେ ମଧ୍ୟ ସେୟାର ମାର୍କେଟରେ ଭଲ ଆରମ୍ଭ ହୋଇଛି । ବିଏସଇ ସେନସେକ୍ସ ଓ ଏନଏସଇ ନିଫ୍ଟି ଗୋଟିଏ ଦିନ ପୂର୍ବରୁ ହିଁ ବୃଦ୍ଧି ପାଇଛି । ସେନସେକ୍ସ କାରବାର ଆରମ୍ଭରୁ ୫୦୦ ପଏ ଉପରକୁ ଉଠିଛି ।ସକାଳ ସାଢେ ୯ଟାରେ…
Read More...

ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟା ରେ ଦେଶରେ ଏକ ଲକ୍ଷ ୬୧ ହଜାର ୩୮୬ ନୂଆ ମାମଲା ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି ୩.୪ ପ୍ରତିଶତ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ଏବେ ୧୦ ପ୍ରତିଶତରକୁ ତଳକୁ ଖସିଛି…
Read More...

ବିନୋଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟସରକାର

ଦୁର୍ନୀତି ଅଭିଯୁକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନବରିଷ୍ଠ ଆଇ.ଏ.ଏସ୍. ବିନୋଦ କୁମାର ଚାକିରୀରୁ ବରଖାସ୍ତ। ଭୁବନେଶ୍ବର; ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା…
Read More...

ଓମିକ୍ରନ ଭ୍ୟାରିଆ କୁ ନେଇ ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଓମିକ୍ରନର ଉପପ୍ରଜାତି ବିଏ.୨ ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ ବୋଲି ହୁ କହିଛି । ଦ୍ରୁତ ଗତିରେ ଏହା ବ୍ୟାପୁଛି । ଓମିକ୍ରନର ପ୍ରଥମ ପ୍ରଜାତି ବିଏ-୧ଠାରୁ ବିଏ-୨ଅଧିକ ୩୩ ପ୍ରତିଶତ ସଂକ୍ରାମକ ବୋଲି ଜଣାପଡିଛି । ଏବେ ସୁଦ୍ଧା…
Read More...

ସଂସଦରେ ୨୦୨୨-୨୩ ଆର୍ଥିକ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବର୍ଷ ବଜେଟରେ ଖାସକରି ମହିଳା, କୃଷକ, ଦଳିତ ଓ ଯୁବପୀଢିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । କରୋନା ମହାମାରୀ ସମୟରେ ଏହି ବଜେଟ ଉପସ୍ଥାପନା ହୋଇଥିବା ବେଳେ ଗତବର୍ଷ ତୁଳନାରେ ସରକାର…
Read More...

କ’ଣ ଶସ୍ତା,କ’ଣ ହେଲା ମହଙ୍ଗା?

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନା କରିଛନ୍ତି । ଏହା ହେଉଛି ଦ୍ୱିତୀୟ କାର୍ଯ୍ୟକାଳର ଚତୃର୍ଥ ବଜେଟ । ହୀରା ଗହଣା ଉପରେ ୫ ପ୍ରତିଶତ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କରୋନା ମହାମାରୀ ସମୟରେ ଏହି…
Read More...

ଖସୁଛି କରୋନା ଗ୍ରାଫ୍‌

ରାଜ୍ୟ ଓ ଦେଶ ପାଇଁ ଭଲ ଖବର । ତଳମୁହାଁ କରୋନା ମିଟର । ଧୀରେ ଧୀରେ କମୁଛି ଦୈନିକ ସଂକ୍ରମଣ । ରାଜ୍ୟରେ ୩ ହଜାରକୁ ଖସିଥିବା ବେଳେ ଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଯାହା ସାମାନ୍ୟ ଆଶ୍ୱସ୍ତି ଆଣିଛି । ସଂକ୍ରମଣ ଶୀର୍ଷ ଛୁଇଁ ତଳକୁ ଖସୁଥିବା ଅନୁମାନ କରାଯାଉଛି ।…
Read More...