ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କଟକର ଏକ ଜାତୀୟ ଶିକ୍ଷାନୁଷ୍ଠାନରେ ଏକାଥରେ ୪୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି
ନିର୍ବାଚନ ଚିହ୍ନ ହିସାବରେ ସିନ୍ଧେଙ୍କୁ ମିଳିଲା ୨ଟି ଖଣ୍ଡା ଓ ଢ଼ାଲ
କେନ୍ଦୁଝର ଜିଲ୍ଲା କାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି
ମୃତ କଏଦୀ ଜଣକ ହେଲେ ରାମଚନ୍ଦ୍ରପୁର ନୂଆସାହି ଅଞ୍ଚଳର ଖଗେଶ୍ୱର ବେହେରା
ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ
ମୃତ ଯୁବକଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ ବୁଦୁଗୁଡା ଗ୍ରାମର ଜଗନ୍ନାଥ ଗଉଡ଼
ସମ୍ବଲପୁରରେ ମାସ୍କ ବାଧ୍ୟତମୁଳକ,ନିର୍ଦ୍ଦେଶନାମା ଜାରିକଲା ସମ୍ବଲପୁର ମହାନଗରନିଗମ
ରାଜ୍ୟରେ ଲଘୁଚାପ ପ୍ରଭାବ, ୧୭ ଯାଏ ପ୍ରବଳ ବର୍ଷା ଛେଚିବ
ଆର୍ଯ୍ୟନ ଖାନଙ୍କୁ ପାସପୋର୍ଟ ଦେବାକୁ କହିଲେ କୋର୍ଟ, ବେଲ ବଣ୍ଡ ରଦ୍ଦ
ସ୍ମାର୍ଟ ସିଟିରେ ବଢ଼ିଲା କରୋନା ସଂକ୍ରମଣ, ଚତୁର୍ଥ ଲହର ପାଇଁ କମିଶନରେଟ ପୁଲିସର ପ୍ରସ୍ତୁତି
ବିଧାୟକ ବିଜୟ ଶଙ୍କର ଦାସଙ୍କ ବଢ଼ିଲା ଅଡ଼ୁଆ : ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ଜଗତସିଂହପୁର ଏସପି
୨୪ ଘଣ୍ଟାରେ ରାଜ୍ୟରେ ୮୦୪ କରୋନା ପଜିଟିଭ ଚିହ୍ନଟ
୧୮ ବର୍ଷରୁ କମ୍ ବର୍ଗରୁ ୭୧ ଜଣ ଚିହ୍ନଟ

Comments are closed.