Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ବିଜେଡି ପ୍ରତିଷ୍ଠା ଦିବସରେ ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ
ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର
ଖଢଡିଆଳରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ
ଆସନ୍ତା ବର୍ଷ ହେବ କଲେଜ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ
Browsing
Video
ଶ୍ରମ ବିଭାଗ ଆଣିଲା ‘ପରିଶ୍ରମ’ ପୋର୍ଟାଲ
ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ ସବୁ ଶ୍ରମ ଆଇନ ଓ ୨୨ ପ୍ରକାର ସେବା ଅନ୍ଲାଇନ୍ରେ ଉପଲବ୍ଧ ହେଲା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଅଂଶ!-->!-->!-->…
Read More...
Read More...
‘ଏମିତି ବିକାଶ କେବେ ହୋଇନଥିଲା’
ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଶ୍ରୀଲିଙ୍ଗରାଜଙ୍କ ସେବାୟତଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ ଶୀଘ୍ର
ଭୁବନେଶ୍ବର: ପୂର୍ବରୁ ଅନେକ ସରକାର ଶାସନ କରିଛନ୍ତି। ଆମେ ବହୁତ ମନ୍ତ୍ରିମଣ୍ଡଳ ଦେଖିଛୁ। କିନ୍ତୁ!-->!-->!-->…
Read More...
Read More...
ଗର୍ଭବତୀ, ବୟସ୍କଙ୍କୁ ଆଗ ଟିକା
କୋଭିଡ୍ ସମୀକ୍ଷା କରି ଚେତାଇଲେ ନବୀନଶୀତଦିନରେ ବଢିପାରେ ସଂକ୍ରମଣବର୍ତ୍ତମାନ ମାସ୍କ ହିଁ ଫଳପ୍ରଦ ପ୍ରତିରୋଧ
ଭୁବନେଶ୍ବର: କରୋନାର ମୁକାବିଲା ପାଇଁ ବିଭିନ୍ନ ଟିକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା ଉଜ୍ଜଳ ହୋଇଛି। ଟିକା ପ୍ରଦାନ ସମୟରେ!-->!-->!-->…
Read More...
Read More...
ସବୁ ଚାଷୀଙ୍କୁ ମିଳିବ ପରିଚୟ ପତ୍ର
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷକ ଓଡିଶା ଓ ବିଭିନ୍ନ ଅନ୍ଲାଇନ ସେବାର ଶୁଭାରମ୍ଭରାଜ୍ୟର ୭୬ ଲକ୍ଷ ଚାଷୀ ‘କୃଷକ ଡାଟାବେସ୍’ର ଅନ୍ତର୍ଭୁକ୍ତ କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା: ନବୀନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି କାର୍ଯ୍ୟକ୍ରମ ଅଧୀନରେ!-->!-->!-->…
Read More...
Read More...
ଅମାନିଆଙ୍କୁ ସତର୍କ କରାଇଲେ ନବୀନ; କଣ କହିଲେ ଶୁଣନ୍ତୁ
ଭୁବନେଶ୍ବର:
ପୂଜା ଓ ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା
ସହିତ କୋଭିଡ୍ ପାଇଁ କଣ କରିବାକୁ ହେବ, ସେ ନେଇ ସତର୍କ କରାଇ ଦେଇଛନ୍ତି। ଓନାମ୍ ଓ ୟୁରୋପୀୟ ଦେଶର
ଉଦାହରଣ ଦେଇ କହିଛନ୍ତି ଯେ କୋଭିଡ୍ ସଂକ୍ରମଣ କମିବା କାରଣରୁ ଆତ୍ମସନ୍ତୋଷ!-->…
Read More...
Read More...