ନୂଆଦିଲ୍ଲୀ: ରାତି ଅନିଦ୍ରା ହୋଇ କାମ କରୁଛନ୍ତି କି । ଅତି ଗୁରୁତର ରୋଗରେ ପଡିପାରନ୍ତି । ଏପରିକି ଏହା କ୍ୟାନସର, ହୃଦଘାତକୁ ଆମନ୍ତ୍ରଣ କରିପାରେ । କେବଳ ସେତିକି ନୁହେଁ, ଏହା ଡିଏନଏ ବି ନଷ୍ଟ କରିଦେଇପାରେ । ଅନ୍ତର୍ଜାତିକସ୍ତରର ବିଶେଷଜ୍ଞମାନେ ଗଭୀର ଅନୁଶୀଳନ କରିବା ପରେ ଏମିତି କିିଛି ମତ ରଖୁଛନ୍ତି । ନିଶ୍ଚେତକ ସଂପର୍କିତ ଏକ ପତିକ୍ରାରେ ପ୍ରକାଶିତ ଖବର ଅନୁସାରେ, ୪୯ ଜଣ ସୁସ୍ଥା ଡାକ୍ତରଙ୍କୁ ନେଇ ଏହି ଅନୁଧ୍ୟାନ କରାଯାଇଥିଲା । ଏଥିରୁ ଏକଥା ବି ସୂଚନା ମିଳୁଛି ଯେ ଗୋଟିଏ ବି ରାତି ଅନିଦ୍ରା ରହିଲେ, ଯେ କୌଣସି ବ୍ୟକ୍ତି କ୍ରୋନିକ୍ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।
ପ୍ରମୁଖ ଖବର
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍