ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

କେତେବେଳେ ସିଗାରେଟ୍‍ ବେଶୀ ବିପଜ୍ଜନକ, ଜାଣନ୍ତୁ

0

ନିଶାଦ୍ରବ୍ୟ ସେବନରୁ ସିନା ସାମୟିକ ଅାନନ୍ଦ ମିଳେ ଏହା ପରୋକ୍ଷରେ ଅନେକ ରୋଗକୁ ଅାମନ୍ତ୍ରଣ କରିଥାଏ । ଏପରି ଭୟାବହତା ସଂର୍ପକରେ ସଚେତନ ଥାଇବି ଅନେକ ନିଶା ସେବନରୁ ନିଜକୁ ବିରତ ରଖିବାରେ ସକ୍ଷମ ହୋଇନଥାନ୍ତି । ଅାଜିକାଲି ସିଗାରେଟ ଟାଣିବା ଅନେକଙ୍କର ଏକ ସଉକରେ ପରିଣତ ହୋଇଯାଇଛିକହିଲେ ଅାଦୈା ଭୁଲ୍‍ ହେବ ନାହିଁ ।

ଏପରିକି କେତେଜଣ ଗୋଟିଏ ସିଗାରେଟ୍‍ କୁ ବାଣ୍ଟିକୁଣ୍ଟି ଟାଣିଥାନ୍ତି । ଜଣେ ଟାଣିବା ପରେ ଅାଉଜଣେ ସେହି ସିଗାରେଟକୁ ସେବନ କଲେ ତାହା ଦ୍ୱିତୀୟ ବ୍ୟକ୍ତି ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ବିଶେଷ ଭାବରେ ଏଥିଯୋଗୁଁ ହୃଦ ଜନିତ ରୋଗର ଅାଶଙ୍କା ଅଧିକ ଥାଏ ବୋଲି ସର୍ତକ କରାଇ ଦେଇଛନ୍ତିଚାଇନାର ବିଶେଷଜ୍ଞମାନେ । ସେମାନେ ଯେ କେବଳ ହୃଦ୍‍ଜନିତ ରୋଗର ସମ୍ମୁଖୀନ ହୋଇଥାନ୍ତି ତା ନୁହେଁ ଏହାଦ୍ୱାରା ଷ୍ଟ୍ରୋକ୍‍,ଫୁସଫୁସ,କ୍ୟାନସର ପରି ସମସ୍ୟାକୁ ମଧ୍ୟ ଡାକି ଅାଣିଥାନ୍ତି ।

Leave A Reply

Your email address will not be published.