ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ରାଫେଲ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

0

ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ବସିଥିବା ଖଣ୍ଡପୀଠ ୧୪ଟି ରାଫେଲ ଯୁଦ୍ଧ ବିମାନ ଯାଂଚ ମାମଲାରେ ଦାଖଲ ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି ।

ସୁପ୍ରିମକୋର୍ଟ ଦ୍ୱାରା କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ଦସ୍ତାବିଜରେ ପର୍ଯ୍ୟାପ୍ତ ପ୍ରମାଣ ଥିବା କାରଣରୁ ଏହି ରାଫେଲ ଡିଲ ଉପରେ ପୁନର୍ବାର ଯାଞ୍ଚ କିମ୍ବା ଏଫଆଇଆରର ଆବଶ୍ୟକତା ନାହିଁ

୨୦୧୮ ମସିହା ଡିସେମ୍ବର ୧୪ ତାରିଖରେ ରାଫେଲ କ୍ରୟ ପ୍ରକ୍ରିୟା ଓ ସରକାରଙ୍କ ଦ୍ୱାରା ଇଣ୍ଡିଆନ ଅଫସେଟ ପାର୍ଟନର ଚୟନରେ ଭାରତୀୟ କମ୍ପାନୀ ସପକ୍ଷରେ ଯାଉଥିବା ଅଭିଯୋଗ ଉପର ଯାଂଚ ପାଇଁ ଅନୁରୋଧ କରାଯାଇଥିବା ସମସ୍ତ ଯାଚିକାକୁ ଖାରଜ କରାଯାଇଥିଲା ।

ପୂର୍ବ ବର୍ଷ ଅଦାଲତ ୫୯,୦୦୦କୋଟି ଟଙ୍କାର ରାଫେଲ ଡିଲରେ ଅନିୟମିତତା ନେଇ ପ୍ରଶ୍ନ ଉଠାଯାଇଥିବା ଯାଚିକାକୁ ଖାରଜ କରିଥିଲେ ।

୨୦୧୮ ମସିହା ଡିସେମ୍ବର ୧୪ ତାରିଖରେ ସୁପ୍ରିମକୋର୍ଟ ରାଫେଲ ଡିଲକୁ ନେଇ ନିଜ ନିଷ୍ପତିରେ କ୍ଲିନ ଚିଟ ପ୍ରଦାନ କରିଥିଲେ । କିନ୍ତୁ ଏହା ଉପରେ ଅନେକ ଯାଚିକା ଦାଖଲ କରାଯାଇଥିଲେ ମଧ୍ୟ ମେ ୧୦ରେ ସୁପ୍ରିମକୋର୍ଟ ନିଷ୍ପତିକୁ କାଏମ ରଖିଥିଲେ

Leave A Reply

Your email address will not be published.