ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କେଉଁଠି ହେବ ବଡ଼ ଧରଣର କାଳବୈଶାଖୀ

0

ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଛତିଶଗଡ଼ ଅଞ୍ଚଳ ରେ ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ।
ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ଭାରତ ରେ ପହଞ୍ଚିବା ପାଇଁ ଅନୁକୂଳ ପରିବେଶ ରହିଛି । ନିର୍ଦ୍ଧାରିତ ସମୟ (ଜୁନ୍ ୧) ଠାରୁ ଖୁବ୍ ଶୀଘ୍ର ଅର୍ଥାତ୍ ବର୍ତ୍ତମାନ ଠାରୁ ଯେ କୌଣସି ମୁହୂର୍ତ୍ତ ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ଆରବ ସାଗର ରେ ସୃଷ୍ଟି ହୋଇଥିବା ଗଭୀର ଲଘୁଚାପ ମୌସୁମୀ କୁ ସକ୍ରିୟ ରଖିଛି ଓ ଅଗ୍ରଗତି ଅନୁକୂଳ ପରିବେଶ ସୃଷ୍ଟି କରିଛି ।

ଆସନ୍ତା କିଛି ଦିନ ଯାଏ ଉତ୍ତର ଆଭ୍ୟନ୍ତର, ଉପକୂଳ ଓଡ଼ିଶା ରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟ ରେ ଉପକୂଳ ର କିଛି ଅଞ୍ଚଳ ଓ ଉତ୍ତର ଅଭ୍ୟନ୍ତର ଓଡିଶା ର କିଛି ଅଞ୍ଚଳ ରେ ବର୍ଷା ପବନ ହୋଇପାରେ । ଏହା ଛଡ଼ା ୨୪ ଘଣ୍ଟା ମଧ୍ୟ ରେ ମୟୂରଭଞ୍ଜ , କେଉଁଝର , କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ସମ୍ବଲପୁର, ଦେଓଗଡ଼, ଗଜପତି ଓ କନ୍ଧମାଳ ଜିଲ୍ଲା ରେ ଘଡ଼ଘଡ଼ି, ବଜ୍ରପାତ ସହିତ ୪୦-୫୦କିମି ବେଗ ରେ ପବନ ବୋହିବାର ସମ୍ଭାବନା ଅଛି ।
୨୪-୪୮ ଘଣ୍ଟା ମଧ୍ୟ ରେ ଅର୍ଥାତ୍ ଆସନ୍ତା କାଲି ରାଜ୍ୟ ରେ ବଡ଼ ଧରଣ ର କାଳବୈଶାଖୀ ହୋଇପାରେ । ଉତ୍ତର ଆଭ୍ୟନ୍ତର , ଉପକୂଳ ଓଡ଼ିଶା ର ସ୍ଥାନେ ସ୍ଥାନେ ପ୍ରବଳ, ବଜ୍ରପାତ, ଘଡ଼ଘଡ଼ି ସାଙ୍ଗକୁ ୫୦-୬୦କିମି ବେଗ ରେ ପବନ ହୋଇପାରେ ।
ତେବେ ସର୍ବୋଚ୍ଚ ତାପମାତ୍ରା ରେ ୩-୪ଦିନ ଯାଏ ବିଶେଷ ଭାବରେ ପରିବର୍ତ୍ତନ ଘଟିବ ନାହିଁ । ଗୁଳୁଗୁଳି ଜାରି ରହିବ ।

Leave A Reply

Your email address will not be published.