ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ମହାମାରୀ ବେଳେ ବଢିଛି ଧଳଜହର ବେପାର!

0

ଭୁବନେଶ୍ବର: କରୋନା କାଳରେ ବଢିଚାଲିଛି ନିଶାଖୋର ମାଫିଆଙ୍କ ରାଜ ଧଳଜହର କବଜାରେ ରାଜଧାନୀ । ଗିରଫ ପରେ ମଧ୍ୟ ସୁଧୁରୁନାହାନ୍ତି ଡ୍ରଗ୍ସ ବେପାରୀ। ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେେ ପୂର୍ବ ଅପକ୍ଷୋ ଢେର ପରିମାଣରେ ଏବେ ବଢିଛି ବ୍ରାଉନସୁଗାର ବେପାର । କେବ​ଳ ୨୦୨୦ରେ ଯେତିକି ପରିମାଣର ବ୍ରାଉନସୁଗାର ଜବତ ହୋଇଛି ଗତ ୧୦ ବର୍ଷ ମଧ୍ୟରେ ଏତିକି ବ୍ରାଉନସୁଗାର ଜବତ ହୋଇନଥିବା ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

ଗତକାଲି ଖୋର୍ଦ୍ଧା ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଖୋର୍ଦ୍ଧା ନିକଟରୁ ୧.୩୨ କେଜି ବ୍ରାଉନୁସୁଗାର ଜବତ କରିଛି ଏସଟିଏଫ । ଆଜି
ପୁଲିସ ଡିଜି ଅଭୟ ଏନେଇ ସୂଚନା ଦେଇଛନ୍ତି । କ୍ରାଇମ୍ରବାଞ୍ଚ ଏସଟିଏଫ ଏହି ବ୍ରାଉନସୁଗାର ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି। ଗତ ୨ ଦିନ ତଳେ ମଧ୍ୟ ରାଜଧାନୀର ସାଲିଆସାହି ବସ୍ତିରୁ ବ୍ରାଉନସୁଗାର ଜବତ ହୋଇଥିଲା ଅବକାରୀ ବିଭାଗ ଗ୍ରାହକ ବେଶରେ ଯାଇ ଲେଡି ବ୍ରାଉନୁସଗାର
ବେପାରୀଙ୍କୁ ଗିରଫ କରିଥିଲା। ପାଖାପାଖ ୧୦ ଲକ୍ଷ ଟଙ୍କାର ବ୍ରାଉନୁସଗାର ଜବତ କରାଯାଇଥିଲା।

ସେହିପରି ଖୋର୍ଦ୍ଧାରେ କିଛି ଦିନ ପୂର୍ବରୁ ବ୍ରାଉନସୁଗାରର ବେପାରର ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇଥିଲା । ତାର ଘର ମଧ୍ୟ ଭଙ୍ଗାଯାଇଥିଲା । ହେଲେ
ବାରମ୍ବାର ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ ହେଉଥିବାରୁଏହା ସ୍ପଷ୍ଟି ହେଉଛି ଯେ ଆଗ ଅପେକ୍ଷା ବ୍ରାଉନସୁଗାରର ବ୍ୟବସାୟ ବଢିଛି । ଏବଂ ବ୍ରାଉନସୁଗାରର ହବ ପାଲଟିଛି ଖୋର୍ଦ୍ଧା ଜିଲ୍ଲା । ଏବେ ବ୍ରାଉନସୁଗାର ବେପାରୀଙ୍କ ଉପରେ ଏସଟିଏଫର ସ୍ୱତନ୍ତ୍ର ଫୋକସ ରହିଛି । ସ୍ୱେଶାଲ ଅପରେସନ କରାଯାଉଛି । ଏହି ସ୍ପେଶାଲ ଅପରେସନ ମାଧ୍ୟମରେ ଚଢାଉ କରି ଧଳାଜହର ବେପାରୀଙ୍କୁ ଗିରଫ କରାଯାଉଛି।

ବାଲେଶ୍ୱର ଜଳେଶ୍ୱରର ବ୍ରାଉନସୁଗାର ଆସି ଭୁବନେଶ୍ୱର, କଟକ, ଜଗତସିଂହପୁରକୁ ପଠାଯାଉଛି । ହେଲେ ଲକଡାଉନ ପାଇଁ ଠିକ ସମୟରେ ବେପାର ହୋଇପାରୁନଥିବା ବେଳେ ବ୍ରାଉସୁଗାର ଚାଲାଣ ବେଳେ ହିଁ ଚଢାଉ କରି ଏସଟିଏଫ ଜବତ କରୁଛି । ଆଜି କାଲିର ଯୁବପିଢି ତଥା କଲେଜ ଛାତ୍ର ଅଧିକାଂଶ
ଡ୍ରଗ୍ସ ନେଉଥିବାର ଦେଖାଦେଉଥିବା ବେଳେ ସେମାନଙ୍କ ଉପରେ ମଧ୍ୟ କଡା ନଜର ରଖିଛି ଏସିଟିଏଫ ।

Leave A Reply

Your email address will not be published.