ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Browsing Tag

odisha crime news

ରାଜାକୁ ମାରିଦେଲା ରାଜଧାନୀ ଡ୍ରେନ!

ଭୁବନେଶ୍ବର: ମାଆ ମୁଁ ୫ ମିନିଟରେ ଆସୁଛି..ଏତିକି କହି ରାଜା ଯାଇଛି ଯେ ଯାଇଛି ...। ରାଜଧାନୀର ମୁକୁଳା ଡ୍ରେନ ରାଜାକୁ ସବୁଦିନ ପାଇଁ ଭସାଇନେଇଛି । ୧୯ ଘଂଟା ଧରି ପାଣି ଭିତରେ ପୁଅକୁ ଖୋଜାଚାଲିଥିଲା, ଏପଟେ ମାଆ ଅନ୍ଧ ଲଉଡିର ଆସିବା ବାଟକୁ ଚାହିଁ ରହିଥିଲା । ରାତି ପାହିଗଲା.. ହେଲେ…
Read More...

ପୁଲିସକୁ ରାତି ଅନିଦ୍ରା କରାଇଦେଲା ଅଭିଯୁକ୍ତ

ଭୁବନେଶ୍ବର: ଅଭିଯୁକ୍ତକୁ ଧରିବାକୁ ଆସି ହଟ୍ଟହଟ୍ଟା ହେଲା ପୁଲିସ। ଛତ୍ରପୁରକୁ ଅଭିଯୁକ୍ତକୁ ଧରିବାକୁ ଆସି ଭଦ୍ରକ ପୁଲିସକୁ ନାକେଦମ ହେବାକୁ ପଡିଛି। ପୁଲିସ ଆସିଥିବା ଜାଣି ଘରର କବାଟ ବନ୍ଦ କରିଦେଇଥିଲା ଅଭିଯୁକ୍ତ। ଶେଷରେ ସାରା ରାତି ଅଭିଯୁକ୍ତର ଘର ଆଗରେ ଅନିଦ୍ରା ହୋଇ ବସିରହିଥିଲା…
Read More...

କାହିଁକି ଗିରଫ ହେବେନି ମାନସ ଦାସ?

ମାନସଙ୍କ ଗିରଫ ଦାବିରେ ୧୧ ଆଦିବାସୀ ସଂଗଠନ ରାସ୍ତାକୁ ଓହ୍ଲାଇଲେ ଭୁବନେଶ୍ବର: କିଛି ଦିନ ହେବ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ବିରୋଧରେ ନିର୍ଯାତନାର ତାଲିକା ଲମ୍ବିଚାଲିଛି। କେମିତି ମାନସ ଦାସ ନିଜର ଦବଦବା ଦେଖାଇ ଆଦିବାସୀ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ ତାର ଚିତ୍ର ମଧ୍ୟ…
Read More...

କେମିତି କରୁଥିଲେ ଏଟିଏମରୁ ଲୁଟ୍, ଡେମୋ ଦେଖାଇଲେ

ଭୁବନେଶ୍ବର: ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ। ଆଉ ଲୁଟ କରି ଚମ୍ପଟ ମାରୁଥିଲେ। ଭୁବନେଶ୍ୱର ବଢେଇବାଙ୍କ ଏସ୍‌ବିଆଇ ଏଟିଏମ ଲୁଟ ଘଟଣାରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇଥିଲା। ସ୍ପଟରେ ସେମାନେ କେମିତି ଉପାୟରେ ଲୁଟ କରିଥିଲେ…
Read More...

ନିଶାମାଫିଆଙ୍କ ଗଡ୍‌ଫାଦର କିଏ ?(୨)

ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଲାଣି ଉପକୂଳ ଓ ଉତ୍ତର ଓଡ଼ିଶାଦିନ ଦି'ପହରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର କାରବାର ଚାଲିଛିସମସ୍ତେ ସବୁ ଜାଣୁଛନ୍ତି, କାହାର କିନ୍ତୁ ନିଦଭାଙ୍ଗୁନି କି ମିଳିତ ଚଢାଉ ନାହିଁରାଜ୍ୟରେ କାହା ସ୍ବାର୍ଥରେ କାମ କରୁଛି ଅବକାରୀ ବିଭାଗ?ମନ୍ତ୍ରୀ କି କାମରେ…
Read More...

ପୂରା ଓଡ଼ିଶାରେ ମାତିଛନ୍ତି ନିଶା ମାଫିଆ (୧)

ଉତ୍ତର ଓ ଉପକୂଳରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାରପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କଫ୍ ସିରଫ ରାକେଟ୍ ମାତିଛନ୍ତିଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛି ଗଞ୍ଜେଇଅବକାରୀ ବିଭାଗ-ପୁଲିସ-କ୍ରାଇମବ୍ରାଞ୍ଚ ମଧ୍ୟରେ ସର୍ବନିମ୍ନ ସମନ୍ବୟ ନାହିଁକାହା…
Read More...

ଲୋକେ ଅଶ୍ବିନୀ ବୈଷ୍ଣବଙ୍କୁ ଗୁହାରି କରିଥିଲେ, ଫଳ ଆସିଲା

ମାଲକାନଗିରି ଡାକବିଭାଗ କେଳେଙ୍କାରୀର ସିବିଆଇ ତଦନ୍ତ ହେବକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟରେ ଫେରାଦ ହୋଇଥିଲେ ଲୋକେତତ୍କାଳ ବିଭାଗୀୟ ଅଧିକାରୀଙ୍କୁ ଡାକି ଅସନ୍ତୋଷ ଝାଡ଼ିଥିଲେ ଅଶ୍ବିନୀମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ତନାଘନା କରିିଥିବା ସୂଚନା୨.୪୪କୋଟି…
Read More...

ଆଜି ବି ଧରପଗଡ ଜାରି ରଖିଛି ଭିଜିଲାନ୍ସ

ଭୁବନେଶ୍ବର: ଆକ୍ଟିଭ ମୋଡରେ ଭିଜିଲାନ୍ସ । ଯେଉଁ ମାନଙ୍କ ନାଁରେ ଅର୍ଥ ହେରଫେର କି ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ଆସୁଛି ସେମାନଙ୍କୁ ଖୋଜିଖୋଜି ଧରୁଛି ଭିଜିଲାନ୍ସ । ଆଜି ସୁପରଭାଇଜରଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲଲତା ଦାସଙ୍କ ଘରେ…
Read More...

ଡ୍ରାଇଭର ରଚିଥିଲା ଅପହରଣ ନାଟକ

ଭୁବନେଶ୍ବର: ଅପହରଣ ପଛର ମାଷ୍ଟରମାଇଣ୍ଡ ଥିଲା ଡ୍ରାଇଭର। ଆସିକା ରୋଡରେ ଥିବା ଏକ୍ସିକ୍ସ ବ୍ୟାଙ୍କ ସାମନାରୁ ଏଟିଏମ ଟଙ୍କା ଲୋଡିଂ ଭ୍ୟାନ ଅପହରଣ ଘଟଣା ଉପରୁ ପରଦା ହଟାଇଛି ପୁଲିସ। ଅପହରଣ ଓ ଲୁଟ ପଛରେ ଆଉ କେହି ନୁହେଁ ନିଜେ ଭ୍ୟାନ ଡ୍ରାଇଭର ହିଁ ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି। …
Read More...

ଓଡ଼ିଶା ପୁଲିସ କେଉଁ କାମରେ ବ୍ୟସ୍ତ ଅଛି?

ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟିମ୍ ତନାଘନା ଜାରି ରଖିଛି। ଘଟଣା ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ଅଧିକାରୀ, ବ୍ୟକ୍ତିଙ୍କୁ ଘଣ୍ଟା ଘଣ୍ଟା ଜେରା କରୁଛନ୍ତି ତଦନ୍ତକାରୀ ଅଧିକାରୀ। ଗଜପତି ପୁଲିସ କ୍ଲିନ୍‌ଚିଟ୍ ଦେଇଥିବା…
Read More...