ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଧୋତି, କୁର୍ତ୍ତାରେ ନଜର ଆସିଲେ ସୋନମ, ଅନୀଲ କପୁର କହିଲେ…

0

ବଲିଉଡ ଅଭିନେତ୍ରୀ ସୋନମ କପୁର ସବୁବେଳେ ନିଜ ଫ୍ୟାସନ ସେନ୍ସକୁ ନେଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଅନେକ ଥର ନିଜର ଡ୍ରେସିଂ ପାଇଁ ଟ୍ରୋଲ ବି ହୋଇଛନ୍ତି। ହେଲେ ଏହାକୁ ସେ କେବେ ଖାତିର୍ କରିନାହାନ୍ତି। ଏବେ ସୋନମ ପୁଣି ଥରେ ନିଜ ଷ୍ଟାଇଲ ପାଇଁ ଫ୍ୟାନଙ୍କୁ ପାଗଳ କରିଦେଇଛନ୍ତି । ଧୋତି, କୁର୍ତ୍ତାରେ ନଜର ଆସିଛି ସୋନମ। ନିଜର ଏକ ଫଟୋସୁଟ୍ କରିଛନ୍ତି।

ସୋନମଙ୍କ ଏହି ନୂଆ ଡ୍ରେସିଂକୁ ନେଇ ବାପା ଅନୀଲ କପୁର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଅନୀଲ କପୁର ଲେଖିଛନ୍ତି ‘ସାନଦାର ଫଟୋଜ ସୋନମ’। ସେହିପରି ଅର୍ପିତା ମେହେଟ୍ଟା, ପତ୍ରଲେଖା, ସିଦ୍ଧାନ୍ତ କପୁର, ତାରା ଶର୍ମା ବି ହାର୍ଟ ଓ ଫାୟାର ଇମୋଜି ସହ ସୋନମଙ୍କ ପ୍ରଶଂସା କରିଛନ୍ତି।

ସୋନମ କପୁର କୁଣାଲ ରାଓଲଙ୍କ ଏକ ପ୍ରେଜେଣ୍ଟେସନ୍ ପାଇଁ ଏହି ନୂଆ ଲୁକରେ ନଜର ଆସିଛନ୍ତି।। ସୋନମଙ୍କ ଏହି ୟୁନିକ ଫ୍ୟାସନ ଏଫଡିସିଆଇ ପରବର୍ତୀ ସଂସ୍କରଣ ପାଇଁ । ସୋନମ ଏହି ନୂଆ ଲୁକରେ ଫେଟୋ ସେୟାର କରି ଲେଖିଛନ୍ତି ‘ବମ୍ବେ ସେ ପ୍ୟାର କେ ଲିଏ’ ।

Leave A Reply

Your email address will not be published.