ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଗିରଫ ହେବେ କି ଏହି ଡ୍ୟାନ୍ସର ?

0

ମୁମ୍ବାଇ: ହରିୟାଣା ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ଅଡ଼ୁଆ ବଢିଲା। ସପନାଙ୍କ ବିରୋଧରେ ଗିରଫ ୱାରେଂଟ ଜାରି କରିଛନ୍ତି ଲକ୍ଷ୍ନୌ କୋର୍ଟ। ଏକ ଇଭେଣ୍ଟକୁ ବାତିଲ କରି ଟିକେଟ କିଣିଥିବା ଲୋକଙ୍କ ଟଙ୍କା ଫେରସ୍ତ ନକରିବା ନେଇ ସପନାଙ୍କ ବିରୋଧରେ ଅଭିଯୋଗ ରହିଛି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କୋର୍ଟରେ ଆସନ୍ତା ୨୨ ତାରିଖରେ ହେବ।

ଅତରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗି ସପନା ଚୌଧୁରୀଙ୍କ ବିରୋଧରେ ଗିରଫ ୱାରେ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ୧୪ ଅକ୍ଟୋବର, ୨୦୧୮ରେ ଆଶିୟାନା ପୁଲିସ ଷ୍ଟେସନରେ ଇନ୍ସପେକ୍ଟର ଫିରୋଜ ଖାନ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସପନାଙ୍କ ସମେତ ଆୟୋଜକ ଜୁନୈଦ ଅହମ୍ମଦ, ନବୀନ ଶର୍ମା,ଇୱାଦ ଅଲି,ଅମିତ ପାଣ୍ଡେ ଏବଂ ରତ୍ନାକର ଉପାଧ୍ୟାୟଙ୍କ ନାଁ ବି ସାମିଲ ଥିଲା।

ପୁରା ମାମଲା ୩ ବର୍ଷ ପୂର୍ବର । ଅକ୍ଟୋବର ୧୩, ୨୦୧୮ରେ ଦିନ ୩ରୁ ରାତି ୧୦ ଯାଏଁ ସ୍ମୃତି ଉପବନରେ ସପନାଙ୍କ ଏକ କାର୍ଯ୍ୟକ୍ରମ ଥିଲା। ଯାହା ପାଇଁ ଅଫଲାଇନ ଓ ଅନଲାଇନରେ ଟିକେଟ ପିଛା ୩୦୦ ଟଙ୍କା ମୂଲ୍ୟରେ ଟିକେଟ ବିକ୍ରି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ହଜାର ହଜାର ଲୋକ ଟିକେଟ କିଣି ଉପସ୍ଥିତ ଥିଲେ। କିନ୍ତୁ ସପନା ଚୌଧୁରୀ ରାତି ୧୦ଟା ଭିତରେ ପହଞ୍ଚିନଥିଲେ। ଯାହାକୁ ନେଇ ସେଠାରେ ହଙ୍ଗାମା ହୋଇଥିଲା। ଏହା ପରେ ଟିକେଟ ପଇସା ମଧ୍ୟ ଲୋକଙ୍କୁ ଫେରାଯାଇନଥିଲା। କୋର୍ଟ ସେପ୍ଟେମ୍ବର ୪, ୨୦୨୧ରେ ମାମଲାକୁ ଶେଷ କରିବାକୁ ଚାହୁଁଥିବା ସପନା ଚୌଧୁରୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

Leave A Reply

Your email address will not be published.