ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଥରିଲା ଉତ୍ତରାଖଣ୍ଡ, ସକାଳୁ ସକାଳୁ ଭୂକମ୍ପର ଝଟ୍‌କା

0

ଥରିଲା ଉତ୍ତରାଖଣ୍ଡ । ଶନିବାର ସକାଳୁ ଉ ରାଖଣ୍ଡରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେ ର ଫଓ ସିସମୋଲୋଜି ଅନୁଯାୟୀ, ଉ ରାଖଣ୍ଡର ଉତ୍ତରକାଶୀରେ ରିକ୍ଟର ସ୍ଲେଲରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଉତ୍ତରକାଶୀର ୩୯ କିଲୋମିଟର ପୂର୍ବରେ ଥିବା ତେହେରୀ ଗରୱାଲ ଅଞ୍ଚଳରେ ସକାଳ ୫.୦୩ ସମୟରେ ହୋଇଛି । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭୂକମ୍ପର ଝଟକା ସମସ୍ତେ ଅନୁଭୂବ କରିଥିଲେ । ଲୋକ ମାନେ ବାହାରକୁ ଦୌଡି ପଳାଇଆସିଥିଲେ । ଘରର ଆସବାବପତ୍ର ଦୋହଲିବାକୁ ଲାଗିଥିଲା । କିଛି ଜାଗାରେ ଘରର ଛାତ ଓ କାଚ ଖସିଯିବାର ଦେଖିବାକୁ ମିଳିଛି । ଗତ ସପ୍ତାହରେ ଆଫଗାନିସ୍ତାନ -ତାଜକିସ୍ତାନ ସୀମା କ୍ଷେତ୍ରରେ ୫.୭ ତୀବ୍ରତାର ଭୂକମ୍ପ ଆସିବା ପରେ ଜମ୍ମୁ-କାଶ୍ମୀର ଓ ଅନ୍ୟ ଅଞ୍ଚଳରେ ଝଟକା ଅନୁଭୂତ ହୋଇଥିଲା । ସେହିଦିନ ମଧ୍ୟ ଉତ୍ତରାଖଣ୍ଡରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.