ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

‘କେଜିଏଫ୍‌-୨’ ପାଇଁ ରାତି ଅନିଦ୍ରା

0

ଭୁବନେଶ୍ବର: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ-୨। ସବୁଆଡେ ଏହାର କ୍ରେଜ ଦେଖିବାକୁ ମିଳିଛି। ତେବେ କେଜିଏଫ ପାଇଁ ରାତି ସାରା ଖୋଲା ରହିଲା ସିନେମା ହଲ। ଭୁବନେଶ୍ୱର ମହାରାଜା ସିନେମା ହଲରେ ଏହି ଫିଲ୍ମ ୨୪ ଘଣ୍ଟା ଚାଲିବ। ପ୍ରଥମ ଥର ପାଇଁ ରାଜ୍ୟରେ କୌଣସି ଫିଲ୍ମ ରାତି ୨ଟା ୫୦ରୁ ସୋ ଆରମ୍ଭ ହୋଇଛି। ପ୍ରାୟ ସପ୍ତାହେ ଯାଏଁ ବି ଏହି ଫିଲ୍ମର ଟିକେଟ ବୁକିଂ ଶେଷ ହୋଇଛି। ମହାରାଜା ସିନେମା ହଲରେ ୭ଟି ସୋ ହେବ।

ରାଜ୍ୟର ବିଭିନ୍ନ ମଲ୍ଟିପ୍ଲେକ୍ସରେ ବି ସିନେମା ରିଲିଜ ହୋଇଛି। ସିନେମାଟି ବିଶ୍ୱର ୧୦ ହଜାର ହଲ୍ ମୁକ୍ତିଲାଭ କରିଛି । ରାଜ୍ୟରେ ୭୦ଟି ସିଙ୍ଗଲ ଓ ମଲ୍ଟି ସ୍କ୍ରିନରେ ମୁକ୍ତିଲାଭ କରିଛି। ୨୦୧୮ର ଆକ୍ସନ ଫିଲ୍ମ କେଜିଏଫର ଏହା ହେଉଛି ସ୍ୱିକେଲ । ଫିଲ୍ମଟି ହିନ୍ଦୀ, ତାମିଲ, ତେଲଗୁ ,ମାଲାୟାଲାମ ଭାଷାରେ ରିଲିଜ ହୋଇଛି। ଫିଲ୍ମର ହିନ୍ଦୀ ସଂସ୍କରଣ ପାଇଁ କେବଳ।

କେଜିଏଫ-୨ର ଖଳନାୟକ ଭୂମିକାରେ ନଜର ଆସିଛନ୍ତି ସଂଜୟ ଦତ୍ତ। ସେହିଭଳି ରବିନା ଟଣ୍ଡନ ପ୍ରଧାନମନ୍ତ୍ରୀ ଭାବେ ନଜର ଆସିଛନ୍ତି। ଏହା ସହ ୟଶ ଓ ଶ୍ରୀନିଧି ସେଟ୍ଟୀଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.