ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆରମ୍ଭ କଲା ବିଜେପି

0

ସୋସିଆଲ ମିଡ଼ିଆରେ ରାଜ୍ୟ ସରକାରଙ୍କ ପୁରୀ ପରିକ୍ରମା ପ୍ରକଳ୍ପକୁ ବିରୋଧ। ଶ୍ରୀମନ୍ଦିର ବଞ୍ଚାଅ ନାଁରେ ଅଭିଯାନ ଆରମ୍ଭ କରିଛି ରାଜ୍ୟ ବିଜେପି । ସପ୍ତାହେବ୍ୟାପୀ ଏହି ଅଭିଯାନ ଚଳାଇବା ପାଇଁ ରାଜ୍ୟ ନେତାଙ୍କୁ ନିର୍ଦ୍ଦେଶ ରହିଛି । ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ମାନେ ନିଜର ଡିଜିଟାଲ ମିଡିଆର ଡିପି ଓ କଭର ଫଟୋକୁ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଫଟୋରେ ପରିବର୍ତ୍ତନ କରିବାକୁ କୁହାଯାଇଛି ।ପ୍ରତିବାଦ ପୋଷ୍ଟର ହାତରେ ଧରି ନିଜ ଘରେ କିମ୍ବା ସର୍ବସାଧାରଣ ସ୍ଥାନରେ ଫଟୋ ଉଠାଇବା ପରେ ସେହି ଫଟୋକୁ ଡିଜିଟାଲ ମିଡିଆରେ ଅପଲୋଡ କରିବାକୁ ପରାମର୍ଶ ରହିଛି ।

୧୪ ତାରିଖରୁ ଆରମ୍ଭ ହୋଇଥିବା ଏହ ଅଭିଯାନ ଏପ୍ରିଲ ୨୦ ତାରିଖ ଯାଏଁ ଚାଲିବା ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ ସେଭ ଶ୍ରୀମନ୍ଦିର କ୍ୟାମ୍ପେନକୁ ଟ୍ରେଣ୍ଡ କରାଉଛନ୍ତି ରାଜ୍ୟ ବିଜେପି ନେତା । ଆମସାର ଆଇନର ଉଂଲଘଡ଼ କରି ପୁରୀରେ ରାଜ୍ୟ ସରକାର ବେଆଇନ ଖନନ କରୁଥିବା ଅଭିଯୋଗ କରିଆସୁଛି ରାଜ୍ୟ ବିଜେପି । ପୁରୀରେ ସୌନ୍ଦର୍ଯ୍ୟକରଣ ନାଁରେ ରାଜ୍ୟ ସରକାର ବେଆଇନ ଖନନ କରି ପୁରୀ ଶ୍ରୀମନ୍ଦିରକୁ ବିପଦରେ ପକାଇ ଦେଉଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି ।

Leave A Reply

Your email address will not be published.