ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସ୍ବେରେଜ୍ ପାଣିରେ ପୋଲିଓ ଜୀବାଣୁ

0

ନ୍ୟୁୟର୍କ: ନ୍ୟୁୟର୍କ ସ୍ବେେରଜ୍ ପାଣିରେ ପୋଲିଓ ଜୀବାଣୁ ଥିବା ନେଇ ଗୋଟିଏ ଆତଙ୍କ ସୃଷ୍ଟିକାରୀ ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ସ୍ବାସ୍ଥ୍ୟ କମିସନର ଡ. ମେରି ଟି ବ୍ୟାସେଟ୍ କହିଛନ୍ତି ଯେ ନ୍ୟୁୟର୍କ ସହରର ବର୍ଜ୍ୟଜଳ ନମୁନାରେ‌ ପୋଲିଓ ଭାଇରସ୍ ଚିହ୍ନଟ ହେବା ଗୋଟିଏ ବଡ ଘଟଣା ନୁହେଁ। ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଏଭଳି ଜୀବାଣୁ କଣିକା ସଂପର୍କରେ କହିସାରିଛି।

ତେବେ ଏହି ଖବର ସହିତ ଯେଉଁ ଆତଙ୍କ ସୃଷ୍ଟିକାରୀ ତଥ୍ୟ ବିବ୍ରତ କରୁଛି, ତାହା ହେଲା ଗତ ଦଶ ବର୍ଷ ଧରି ପୋଲିଓ ଚିହ୍ନଟ ହୋଇନଥିଲେ ହେଁ ଯେଉଁମାନେ ଟିକା ନେଇନାହାନ୍ତି, ସେମାନଙ୍କ ମଧ୍ୟରେ ଏହା ଲୁଚିଛପି ମାଡ଼ିବା ଲାଗି ସୁଯୋଗ ସୃଷ୍ଟି କରିଛି। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ବ୍ୟାପକ ଟିକାକରଣ ଉପରେ ଗୁରୁତ୍ବ ଦେବାକୁ ନ୍ୟୁୟର୍କ ସହରର ଅନ୍ୟତମ ବରିଷ୍ଠ ଅଧିକାରୀ ଡ. ଅଶ୍ବିନୀ ଭାସାନ୍ ଏକ ବିବୃତିରେ କହିଛନ୍ତି। ସେ କହିଛନ୍ତି ଯେ ଟିକାକରଣ ଭଳି ସରଳ ରାସ୍ତାରେ ଏହି ଆତଙ୍କକୁ ପ୍ରତିହତ କରାଯାଇପାରିବ। ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ଏହି ପ୍ରକ୍ରିୟାରେ ସାମିଲ ହେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

Leave A Reply

Your email address will not be published.