ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କେରଳରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

0

କେରଳ; ମାସ୍କ ପିନ୍ଧିବାକୁ ନେଇ ବାଧ୍ୟତାମୂଳକ କଲେ କେରଳ ସରକାର। ଚୀନରେ କରୋନା ମାମଲା ବଢିବା ସହ ଭାରତ, ଜାପାନ ଏବଂ ଆମେରିକା ପରି ଦେଶରେ କୋଭିଡ଼ ମାମଲା ବଢ଼ିବାରେ ଲାଗିଛି । ଆଉ ଏହାରି ମଧ୍ୟରେ କେରଳ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ।

ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଅଫିସ, ଅନୁଷ୍ଠାନ,ଜନଗହଳି ଆଦି ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏବଂ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସବୁଠି ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ବର୍ତମାନ କେରଳରେ ଏକ ହଜାରରୁ ଅଧିକ ଆକ୍ଟିଭ ମାମଲା ଚିହ୍ନଟ ହୋଇଛି

କରୋନା ସଂକ୍ରମଣକୁ ନେଇ ଡ଼ବ୍ଲ୍ୟୁଏଚଓର ନୂଆ ଗାଇଡ଼ଲାଇନ ଅନୁସାରେ ,ଯେଉଁ ବ୍ୟକ୍ତିଙ୍କ ଠାରେ ସଂକ୍ରମଣ ଦେଖିବାକୁ ମିଳୁଛି, ସେମାନେ ୧୦ ଦିନ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେବା ସହ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରିଛନ୍ତି ।

Leave A Reply

Your email address will not be published.