ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ଉତ୍ତର ଭାରତରେ ମାଟି ଥରିଲା

0

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତର ପଶ୍ଚିମ ଭାଗରେ ଅତି ଭୀଷଣ ବେଗରେ ବାତ୍ୟା ‘ବିପର୍ଯ୍ୟୟ’ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ଅନ୍ୟପଟରେ ଉତ୍ତର ଭାରତରେ ପ୍ରକୃତି ତାର ପରାକ୍ରମ ଦେଖାଇଛି। ଦିଲ୍ଲୀ ସମେତ ଉତ୍ତର ଭାରତରେ ଆଜି ଅପରାହ୍ନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀର ଆଦି ଅଞ୍ଚଳରେ ଲୋକେ ଭୂକମ୍ପର ପ୍ରଭାବ ଅନୁଭବ କରିଛନ୍ତି। ପାଣିପାଗ ବିଭାଗ କହିଛି, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ପ୍ରତିଶତ ଥିଲା।  

ଭୂକମ୍ପ ହେବା ଜାଣିବା ପରେ ଲୋକେ ଘର ଛାଡ଼ି ରାସ୍ତାକୁ ଚାଲିଆଶିଥିଲେ। ଏହାର ପ୍ରଭାବ ସଂପର୍କରେ ଲୋକଙ୍କ ପ୍ରତିକ୍ରିୟା ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ତେବେ ଏହି ଭୂକମ୍ପ ଦ୍ବାରା କେତେ କ୍ଷୟକ୍ଷତି ହୋଇଛି, ତାହା ଏଯାଏ ଜଣାପଡ଼ିନାହିଁ।

Leave A Reply

Your email address will not be published.