ପ୍ରମୁଖ ଖବର

କଳାହାଣ୍ଡି: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକ ମୃତ
କନ୍ଧମାଳରୁ ୭୩ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
ହୋଲିରେ ଅଘଟଣ, ରାଜଧାନୀ ଭୁବନେଶ୍ବରରେ ୨ ଜଣଙ୍କୁ ହତ୍ୟା

ବିପୁଳ ପରିମାଣ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

0

ପୁରୀ: ପୁରୀ ଟାଉନ ଥାନା ଗଦାଧର ହାଇସ୍କୁଲ ପାର୍କିଂ ସ୍ଥଳରୁ ପୁଲିସ ୫୩୮ ଗ୍ରାମ ବ୍ରାଉନ୍ ସୁଗାର ଜବତ। ଏହା ସହ ନଗଦ ୯ ଲକ୍ଷ ୩୨ହଜାର ଟଙ୍କା ଏବଂ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ପୁଲିସ ଜବତ କରିଛି।

ପୁରୀ ଟାଉନ ଥାନା ଗଦାଧର ହାଇସ୍କୁଲ ପାର୍କିଂ ସ୍ଥଳରୁ ପୋଲିସ ୫୩୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୬୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ଜଣ ଖୋର୍ଦ୍ଧାର ହୋଇଥିବାବେଳେ ଜଣେ ପୁରୀ ଓ ଆଉ ଜଣେ ବାଲେଶ୍ୱରର ବୋଲି ସୂଚନା ମିଳିଛି।

Leave A Reply

Your email address will not be published.