ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସୁନା ପୁଣି ଉପରମୁହାଁ

0

ନୂଆଦିଲ୍ଲୀ: ସୁନା ଦର ପୁଣି ବଢ଼ିଛି। ଦୁଇ ଦିନ ମଧ୍ୟରେ ୧୫୫୦ ଟଙ୍କାର ବୃଦ୍ଧି ଘଟିଲାଣି। ବୁଧବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୫୦ ଟଙ୍କା ବଢ଼ିଥିଲା। ଗୁରୁବାର ଦର ଆଉ ୮୦୦ ଟଙ୍କା ବଢ଼ିବାରୁ ଏହାର ଦାମ୍ ୯୧ ହଜାର ଟଙ୍କାକୁ ଛୁଇଁଛି।

୨୪ କ୍ୟାରେଟ୍ ସୁନାର ଦାମ୍ ୮୨୦ ଟଙ୍କା ଓ ଗୁରୁବାର ୮୮୦ ଟଙ୍କା ବଢ଼ିଛି। ଫଳରେ ଦୁଇ ଦିନରେ ଏହି ସୁନାର ୧୦ ଗ୍ରାମ ପିଛା ଦାମ୍ ୧୭୦୦ ଟଙ୍କା ବୃଦ୍ଧି ପାଇ ୯୯,୨୮୦ ଟଙ୍କା ହୋଇଛି।

ଅନ୍ୟପକ୍ଷରେ ରୁପା ଦାମ୍‌ରେ ହ୍ରାସ ଘଟିଛି। ଏକ କେଜି ରୁପା ମୂଲ୍ୟ ୧୦୦୦ ଟଙ୍କା କମ୍ ହୋଇ ୧,୧୮,୯୦୦ ଟଙ୍କାକୁ ଖସିଆସିଛି।

Leave A Reply

Your email address will not be published.