ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ

0

ନ୍ୟୁଜ୍ ବ୍ୟୁରୋ: ଚଳିତ ଶୀତ ଋତୁରେ ଉତ୍ତର ଭାରତ ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ସମଗ୍ର ଉତ୍ତର ଭାରତରେ ବାୟୁ ସୂଚକାଙ୍କ ନିମ୍ନରେ ପହଞ୍ଚିବା ସହ ପରିବେଶରେ ଘନ କୁହୁଡି ପରିଲକ୍ଷିତ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଚଳିତ ବର୍ଷ ଡିସେମ୍ୱର ୧ ତରିଖରୁ ୨୦୨୬ ମସିହା ଫେବୃୟାରି ୨୮ ତାରିଖ ଯାଏ ଅନେକ ଟ୍ରେନ ଚଳାଚଳକୁ ବାତିଲ କରିଦେଇଛି।

ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳୀକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜ ଟ୍ରେନ ସମ୍ପର୍କରେ ବିଶେଷ ଭାବେ ଯାଞ୍ଚ କରିନେବାକୁ ରେଲୱେ ବୋର୍ଡ ସମସ୍ତଙ୍କୁ ଅନୁରୋଧ କରିଛି। କିଛି ଟ୍ରେନକୁ ଆଂଶିକ ଭାବେ ରଦ୍ଧ କରାଯାଇଥିବା ବେଳେ କତେକ ଟ୍ରେନକୁ ୩ ମାସ ଭଳି ବାତିଲ କରାଯାଇଛି।

Leave A Reply

Your email address will not be published.