ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା

0

ନ୍ୟୁଜ୍ ବ୍ୟୁରୋ: ଏଲପିଜି ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଗ୍ୟାସ୍‌ର ଇ-କେୱାଇସି କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି। ପୂର୍ବରୁ ଅଗଷ୍ଟ ୧୬ ତାରିଖ ଶେଷ ତାରିଖ ଥିବାବେଳେ, ଏବେ ଏହାକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଇ-କେୱାଇସି ପ୍ରକ୍ରିୟା ସମୟରେ ମୋବାଇଲ୍ ଆପ୍‌ରେ ବୈଷୟିକ ସମସ୍ୟା, ସର୍ଭର ଧୀମା ରହିବା ଏବଂ ଗ୍ୟାସ୍ ଏଜେନ୍ସିଗୁଡ଼ିକରେ ଲମ୍ବା ଲାଇନ୍ ଲାଗୁଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଇ-କେୱାଇସି ପାଇଁ ଅତିରିକ୍ତ ସମୟ ଦିଆଯାଇଛି। ଗ୍ୟାସ୍‌ର କଳାବଜାରୀ ଓ ଅନିୟମିତତା ରୋକିବା ସହ ଗ୍ରାହକଙ୍କ ତଥ୍ୟ ଅପଡେଟ୍ କରିବା ପାଇଁ ଏହି ଇ-କେୱାଇସି ପ୍ରକ୍ରିୟା ଚାଲିଛି। ଇ-କେୱାଇସି ସମୟରେ ଉପଭୋକ୍ତାମାନେ ନିଜର ନୂଆ ମୋବାଇଲ୍ ନମ୍ବର ମଧ୍ୟ ଅପଡେଟ୍ କରିପାରିବେ। ଏହା ଦ୍ୱାରା ଆଗାମୀ ଦିନରେ ଗ୍ୟାସ୍ ବୁକିଂ ସମ୍ପର୍କିତ ସମସ୍ୟା କମିବାର ଆଶା ରହିଛି।

ଏହାସହ ଏଲପିଜି ସିଲିଣ୍ଡର ଡେଲିଭରି ଓଟିପି ଆଧାରିତ ହୋଇଛି। ନୂଆ ନିୟମ ଅନୁଯାୟୀ, ସହରାଞ୍ଚଳରେ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପରେ ପରବର୍ତ୍ତୀ ସିଲିଣ୍ଡର ବୁକିଂ କରିହେବ।ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ। ଏଲପିଜି ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଗ୍ୟାସ୍‌ର ଇ-କେୱାଇସି କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି। ପୂର୍ବରୁ ଅଗଷ୍ଟ ୧୬ ତାରିଖ ଶେଷ ତାରିଖ ଥିବାବେଳେ, ଏବେ ଏହାକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଇ-କେୱାଇସି ପ୍ରକ୍ରିୟା ସମୟରେ ମୋବାଇଲ୍ ଆପ୍‌ରେ ବୈଷୟିକ ସମସ୍ୟା, ସର୍ଭର ଧୀମା ରହିବା ଏବଂ ଗ୍ୟାସ୍ ଏଜେନ୍ସିଗୁଡ଼ିକରେ ଲମ୍ବା ଲାଇନ୍ ଲାଗୁଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଇ-କେୱାଇସି ପାଇଁ ଅତିରିକ୍ତ ସମୟ ଦିଆଯାଇଛି।

ଗ୍ୟାସ୍‌ର କଳାବଜାରୀ ଓ ଅନିୟମିତତା ରୋକିବା ସହ ଗ୍ରାହକଙ୍କ ତଥ୍ୟ ଅପଡେଟ୍ କରିବା ପାଇଁ ଏହି ଇ-କେୱାଇସି ପ୍ରକ୍ରିୟା ଚାଲିଛି। ଇ-କେୱାଇସି ସମୟରେ ଉପଭୋକ୍ତାମାନେ ନିଜର ନୂଆ ମୋବାଇଲ୍ ନମ୍ବର ମଧ୍ୟ ଅପଡେଟ୍ କରିପାରିବେ। ଏହା ଦ୍ୱାରା ଆଗାମୀ ଦିନରେ ଗ୍ୟାସ୍ ବୁକିଂ ସମ୍ପର୍କିତ ସମସ୍ୟା କମିବାର ଆଶା ରହିଛି। ଏହାସହ ଏଲପିଜି ସିଲିଣ୍ଡର ଡେଲିଭରି ଓଟିପି ଆଧାରିତ ହୋଇଛି। ନୂଆ ନିୟମ ଅନୁଯାୟୀ, ସହରାଞ୍ଚଳରେ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପରେ ପରବର୍ତ୍ତୀ ସିଲିଣ୍ଡର ବୁକିଂ କରିହେବ।

Leave A Reply

Your email address will not be published.